ଦେଶଭକ୍ତି ପୋଷାକ ପିନ୍ଧି କୃଷ୍ଣ ଭଜନ ଗୀତ ଗାଇଲେ “ହର ହର ଶମ୍ଭୁ”କୁ ନେଇ ବିବାଦରେ ଥିବା ଫର୍ମାନୀ ନାଜ
"ହର ହର ଶମ୍ଭୁ" ଗୀତ ଗାଇ ଫର୍ମାନି ନାଜ ଏବେ ସୋସିଆଲ ମିଡ଼ିଆ ଷ୍ଟାର ପାଲଟି ଯାଇଛନ୍ତି । ଏବେ ସବୁଠି ଯେମିତି ଫର୍ମାନିଙ୍କ ଗୀତକୁ ନେଇ ହିଁ ଚର୍ଚ୍ଚା ଜୋର ଧରିଛି । "ହର ହର ଶମ୍ଭୁ"ର ଅପାର ସଫଳତା ପରେ ଫର୍ମାନି ଏକ ନଜମ ଓ କୃଷ୍ଣ ଭଜନ ରିଲିଜ କରିଛନ୍ତି । ଅବଶ୍ୟ ସେହି ସମୟରେ ଏହି ଗୀତକୁ…