Browsing Tag

farhan akhtar

‘ଡନ ୩’ର ଟିଜର ରିଲିଜ, ଏଥର ଡନ ଭୂମିକାରେ ଶାହରୁଖ ନୁହେଁ ବରଂ ନଜର ଆସିବେ ରଣବୀର

ଫ୍ୟାନ୍ସ ଅପେକ୍ଷା କରି ରହିଥିବା ଫିଲ୍ମ ‘ଡନ୍‌ ୩’ର ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି । ପ୍ରଥମ ଝଲକ ସହିତ ଡନର ଚେହେରା ମଧ୍ୟ ନଜର ଆସିଛି । ଏଥିର ଶାହରୁଖ ନୁହେଁ ବରଂ ରଣବୀର ସିଂଙ୍କୁ ଡନ ଭୂମିକାରେ ଦେଖିବାକୁ ମିଳିବ । ରଣବୀରଙ୍କ ଡନ୍‌ ଲୁକ୍‌ ଏବଂ ଏକ୍ସପ୍ରେସନ ଦେଖି ଫ୍ୟାନ୍ସ ପ୍ରଶଂସା…

ସାତ ଜନ୍ମ ପାଇଁ ଫରହାନ୍‌ ଅଖତରଙ୍କ ହାତ ଧରିଲେ ଶିବାନୀ ଦାଣ୍ଡେକର, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ସବୁ ଅପେକ୍ଷାର ଅନ୍ତ ଘଟାଇ ବିବାହ କଲେ ବଲିଉଡ୍‌ର ମୋଷ୍ଟ ଆଡେରବଲ କପଲ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର। ଉଭୟେ ଆଜି ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି। ଶିବାନୀ ଦାଣ୍ଡେକର ଏବେ ଅଖତର ପରିବାର ବୋହୂ ସାଜିଛନ୍ତି। ଫରହାନ ଓ ଶିବାନୀଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫଟୋରେ ବର କନ୍ୟା…

ଆଜି ଫରହାନ ନିଜ ବାନ୍ଧବୀ ଶିବାନୀଙ୍କୁ କରିବେ ବିବାହ, ସାତ ଜନ୍ମର ସାଥି ପାଇଁ ନେବେ ଶପଥ

ଫରହାନ ଅଖତର ଆଜି ନିଜ ଲଙ୍ଗ ଟାଇମ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବେ। ଆଜି ବଲିଉଡ଼ର ଏହି ଲଭ ବାର୍ଡସ ସବୁଦିନ ପାଇଁ ଏକାଠି ହେବାକୁ ଯାଉଛନ୍ତି । ଏଥିରେ ତାଙ୍କ ପୁରା ପରିବାର ସାମିଲ ରହିବେ। ସୂଚନା ଅନୁଯାୟୀ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଖଣ୍ଡାଲା ସ୍ଥିତ…

ଫେବୃଆରୀ ୨୧ରେ ବାହା ହେବେ ଫରହାନ ଅଖତର, ଗ୍ରାଣ୍ଡ ପାର୍ଟି ନୁହେଁ ଦୁହେଁ କରିବେ କୋର୍ଟ ମ୍ୟାରେଜ

ବି ଟାଉନରେ ଏବେ ବିବାହ ଋତୁ ଚାଲିଛି। ବିକ୍କି କ୍ୟାଟ୍‌ଙ୍କ ପରେ ପୁଣି ଆଉ ଦୁଇ ଜଣ ଚର୍ଚ୍ଚିତ ଯୋଡି ବିବାହ କରିବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି, ପୁଣି ଥରେ ହାତକୁ ଦି ହାତ ହେବେ ଅଭିନେତା ଫରହାନ୍‌ ଅଖତର । ଦ୍ୱିତୀୟ ଥର ପାଇଁ ସାଜିବେ ବର। ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ଶିବାନୀ…

ଶିବାନୀ ଦାଣ୍ଡେକରଙ୍କୁ କୋର୍ଟ ମ୍ୟାରେଜ୍‌ କରିବାକୁ ଯାଉଛନ୍ତି ଫରହାନ ଅଖତର, ଏହି ଦିନ କରିବେ ବିବାହ

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତର। ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ୍‌ ଶିବାନୀ ଦାଣ୍ଡେକରଙ୍କ ସହ ନିଜ ସମ୍ପର୍କକୁ ଆଉ ଏକ ଲେବଲ ଉପରକୁ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଫରହାନ୍‌। ଉଭୟେ ୪ ବର୍ଷର ସମ୍ପର୍କ ପରେ ବିବାହ କରିବାକୁ…

ବୟସ ଗଡ଼ିଲାଣି, ଜଓ୍ଵାନୀ ଯାଇନି; ୪୦ ବର୍ଷ ବୟସରେ ବି ବୟଫ୍ରେଣ୍ଡ ସହ ଲିଭ୍‌ ଇନ୍‌ରେ ମସ୍ତି କରୁଛନ୍ତି ବଲିଉଡ୍‌…

ବଲିଉଡ୍‌ ହିରୋଇନ୍‌ମାନେ ପରଦାଠାରୁ ଅଲଗା ପ୍ରତ୍ୟେକ ମାମଲାରେ ଟ୍ରେଣ୍ଡ ସେଟ୍‌ କରିବା ପାଇଁ ଜଣାଯାଇ ଥାଆନ୍ତି। ଯେଉଁଠି ସୋସାଇଟିରେ ଛାଡ଼ପତ୍ର ଏକ ବହୁତ ବଡ଼ ପ୍ରସଙ୍ଗ ହୋଇଥାଏ, ସେଠି ବି ଟାଉନ୍‌ରେ ଏମିତି କିଛି ହିରୋଇନ ଅଛନ୍ତି, ଯେଉଁମାନେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପରେ କିମ୍ବା ବିବାହ ନ…

ରିଲିଜ୍ ହେଲା ଫରହାନଙ୍କ ଦମଦାର ଫିଲ୍ମ ‘ତୁଫାନ୍’ର ଟ୍ରେଲର

ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ‘ତୁଫାନ୍’ର ଟ୍ରେଲର ଗତକାଲି ରିଲିଜ୍ ହୋଇଛି। ଟ୍ରେଲରରେ ଅଭିନେତା ଫରହାନ ଅଖତରଙ୍କୁ ଜଣେ ବକ୍ସର ଭୂମିକାରେ ଦେଖିବାକୁ ମିଳିଛି। ଏଥିରେ ଫରହାନ୍ ଅଖତରଙ୍କ ଲୁକ୍ ବେଶ୍ ପ୍ରଭାବଶାଳୀ ରହିଛି। ଫରହାନ୍ ‘ତୁଫାନ୍’ ପାଇଁ ଅନେକ ତାଲିମ ନେଇଥିଲେ, ଯାହା…

ଫରହାନ୍‌ ଅଖତରଙ୍କ ‘ତୁଫାନ୍‌’ର ଟିଜରକୁ ମିଳୁଛି ଭରପୂର ପ୍ରଶଂସା, ଶାହାରୁଖ ଓ ସଲମାନ୍‌ ବି କହିଲେ ‘ଖୁବ୍‌ ସୁନ୍ଦର’

ଆମାଜନ୍‌ ପ୍ରାଇମ୍‌ ଭିଡିଓ ନିକଟରେ ନିଜ ଆଗାମୀ ସମର ବ୍ଲକ୍‌ବଷ୍ଟର ହିନ୍ଦୀ ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମ ‘ତୁଫାନ୍‌’ର ଟିଜର ରିଲିଜ୍‌ କରିଛି। ଫିଲ୍ମର ପ୍ରିମିୟର ୨୧ ମେ, ୨୦୨୧ରେ ସ୍ୱତନ୍ତ୍ର ଭାବରେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ୨୪୦ରୁ ଅଧିକ ଦେଶ ଓ କ୍ଷେତ୍ରରେ ରିଲିଜ୍‌ କରାଯିବ।…