ସଲମାନଙ୍କ ଫାର୍ମ ହାଉସ୍ରେ ଜବରଦସ୍ତ ପଶିବାକୁ ଚେଷ୍ଟା; ୨ ଜଣଙ୍କୁ ଗିରଫ କଲା ପୋଲିସ, ନକଲି ପରିଚୟ ପତ୍ର ଜବତ
ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ପନ୍ଭେଲସ୍ଥିତ ଫାର୍ମ ହାଉସ୍ରେ ୨ ଜଣ ବ୍ୟକ୍ତି ଜବରଦସ୍ତ ପଶିବାକୁ ଚେଷ୍ଟା କରିଛନ୍ତି । ଯଦିଓ ପଶିବା ପୂର୍ବରୁ ଫାର୍ମ ହାଉସ୍ର ସିକ୍ୟୁରିଟି ଗାର୍ଡ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ବ୍ୟକ୍ତିଦ୍ୱୟ ସଲମାନଙ୍କ ଫାର୍ମ ହାଉସ୍ର ତାରବାଡ଼…