Browsing Tag

farmer

ଚିନ୍ତାରେ ଚାଷୀକୁଳ, ଅମଳ ହୋଇଥିବା ଧାନ ବିକ୍ରୀ ଚିନ୍ତାରେ ଚାଷୀ

ଆନନ୍ଦପୁର : ଆନନ୍ଦପୁର ଅଞ୍ଚଳରେ ଆରମ୍ଭ ହୋଇଛି ଝିପ ଝିପ୍ ବର୍ଷା ।  ବର୍ଷାକୁ ଦେଖିବା ପରେ ଏକ ମୁହାଁ ହୋଇ ପ୍ରାଣ ବିକଳେ ବର୍ଷଯାକ ପରିଶ୍ରମ କରି ଅର୍ଜିତ ଫସଲକୁ ଘରକୁ ନେବାକୁ ବ୍ୟସ୍ତ ଚାଷୀ ।  ବର୍ତ୍ତମାନ ସମୟରେ ଧାନ ଅମଳ ସମୟ ଚାଲି ଥିବାରୁ ଅଦିନିଆ ମେଘ ଓ ମେଘାଚ୍ଛନ୍ନ ଆକାଶ ସମସ୍ତ…

ଖରିଫ ଧାନ ସଂଗ୍ରହ ନେଇ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ, ଚାଷୀ ପ୍ରଥମ ଥର ପାଇବେ କ୍ବିଣ୍ଟାଲ ପିଛା ୮ଶହ ଇନପୁଟ…

ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବ ।  ୨୨ ତାରିଖରେ ସମ୍ବଲପୁରରୁ ଧାନ ସଂଗ୍ରହ ହେବ ।  ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳମାନେ ଧାନ ସଂଗ୍ରହ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବେ। ଚଲିତବର୍ଷ ରାଜ୍ୟରେ ୨୦୦ ବୃହତ ମଣ୍ଡି ପ୍ରତିଷ୍ଠା ହେବ ।  ସେହି ମଣ୍ଡିଗୁଡିକରେ ୪…

ଏହି ଚାଷ କରି ଅନ୍ୟ ଚାଷୀଙ୍କ ପାଇଁ ଶିବ ପ୍ରସାଦ ପାଲଟିଛନ୍ତି ଉଦାହରଣ

ସୋର: ଚାଷ କାମ ଯାହାର, କି ଆନନ୍ଦ ତାହାର। ସେହି ସିନା ଦୁନିଆକୁ ଯୋଗାଉଛି ଆହାର। କଠିନ ପରିଶ୍ରମ ଓ ମନର ଆତ୍ମବିଶ୍ୱାସ ଥିଲେ ଜଣେ ଶିର୍ଷ ସ୍ଥାନରେ ପହଁବ ନିହାତୀ। ଏମିତି ଜଣେ ବ୍ୟକ୍ତି ବିଶେଷଙ୍କ ବିଷୟରେ ଆଜି ଆମେ କଥା ହେବା । ପାଠପଢି ଚାକିରୀ କରିବା ସମସ୍ତଙ୍କ ମୂଳ ଲକ୍ଷ୍ୟ ହେବ ତାହା…

କୋଲ୍ଡ ରୁମରେ  ଫସଲ ସାଇତି ରଖୁଛନ୍ତି ଚାଷୀ, ସରକାରଙ୍କ ତରଫରୁ ପ୍ରୋତ୍ସାହନ

ବଜାରରେ ବିଭିନ୍ନ ପନିପରିବା ଉଚ୍ଚ ଦରରେ ବିକ୍ରି ହେଉଥିବା ବେଳେ ଅନେକ ସମୟରେ ଅଭାବୀ ଚାଷୀ ପରିବା ବିକ୍ରିକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏକା ସାଙ୍ଗରେ  ସମସ୍ତ  ଚାଷୀ ସମାନ ଫସଲ ଅମଳ କରୁଥିବାରୁ ତାର ଚାହିଦା ହ୍ରାସ ପାଇ ସ୍ବଳ୍ପ ମୂଲ୍ୟରେ ବିକ୍ରି ହୋଇଥାଏ । ଯାହାର ସିଧା ସଳଖ…

ଚାଷୀଙ୍କ ଆର୍ଥିକ ମାନଦଣ୍ଡଙ୍କୁ ଦୋହାଲାଇ ଦେଲା ବାତ୍ୟା, ନଷ୍ଟ ହେଲା ୩୦ ଏକରରୁ ଉର୍ଦ୍ଧ୍ବ ଚାଷଜମି

ଦାନା ଛଡାଇ ନେଲା ଦାନା । ସୋନ ନଈ ସାଜିଲା ଚାଷୀଙ୍କ ଆଖିର ଲୁହ। ଚାଷୀଙ୍କୁ ଏବେ ଦଇବ ସାହା । ଏକର ଏକର ପରିବା ଚାଷ ହୋଇଯାଇଛି ନଷ୍ଟ । ମୁଣ୍ଡରେ ହାତ ଦେଇ ବସିଛନ୍ତି  ତିନୋଟି ଗାଁର ଚାଷୀ ମାନେ । ବାତ୍ୟା ଦାନା ଆସିଲା ଚାଷୀଙ୍କ ଦାନା ଛଡେଇନେଲା। ହଠାତ ରାତି ଅଧିଆ ପରିବା ଚାଷରେ ମାଡିଗଲା…

ନବରାତ୍ରୀରେ ମୋଦି ଦେଲେ ଉପହାର, ଚାଷୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା

ନରେନ୍ଦ୍ର ମୋଦି ଆଜି ପିଏମ୍‌-କିଷାନ ଯୋଜନାର ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି  ।  ଦେଶର ୯.୪ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏ ମିଳିଛି ।  ମହାରାଷ୍ଟ୍ରର ଓ୍ବାଶିମ୍‌ଠାରେ ଏକ କାର୍ୟ୍ୟକ୍ରମରେ ଏହି ଅର୍ଥ ରାଶି ଡାଇରେକ୍ଟ…

ଚାଷୀଙ୍କ ମହାନତା, ଫେରାଇଲେ ଆକାଉଣ୍ଟକୁ ଆସିଥିବା ୯୪ହଜାର ଟଙ୍କା

ଯାଜପୁର : ଏବେବି ବଞ୍ଚିଛି ମାନବିକତା । ଏ ସ୍ୱାର୍ଥପର ଦୁନିଆରେ ଅଛନ୍ତି କିଛି ନିସ୍ଵାର୍ଥ ପର ଲୋକ ଯେଉଁମାନେ ନିଜ ସ୍ୱାର୍ଥ ଠୁ ଅଧିକା ପରର ହିତ କଥା ଚିନ୍ତା କରୁଛନ୍ତି । ନହେଲେ ଆପଣ ନିଜେ ଭାବନ୍ତୁନା ଜଣେ ବ୍ୟକ୍ତି ନିଜ ଆକାଉଣ୍ଟ ରେ ଏତେ ଗୁଡ଼ାଏ ଟଙ୍କା ପାଇବା ପରେ କାହିଁକି ଏମିତି…

ହାତୀଙ୍କ ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଆନନ୍ଦପୁର : ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବୁଢ଼ୀକୁଦ ପଞ୍ଚାୟତ ଟଭାକୁଦ ଗ୍ରାମରେ କିଛିଦିନ ଧରି କ୍ରମାଗତ ଭାବରେ ହାତୀଙ୍କ ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି ।  ସଂଧ୍ୟା ପରେ ହାତୀପଲ ଜଙ୍ଗଲରୁ ବାହାରି ଆସି ନିକଟସ୍ତ ଧାନ ଫସଲକୁ ଖାଇବା ସହିତ ଦଳି ଚକଟି ସମ୍ପୂର୍ଣ୍ଣ ନଷ୍ଟ…

କୃଷକଙ୍କୁ କେନ୍ଦ୍ର ସରକାରଙ୍କର ଉପହାର, ୭ ବଡ଼ କାର୍ଯ୍ୟକ୍ରମ ପାଇଁ ମଞ୍ଜୁରୀ କଲେ୧୪୦୦୦ କୋଟି ଟଙ୍କା

ଦିଲ୍ଲୀ : କୃଷକଙ୍କୁ କେନ୍ଦ୍ରସରକାରଙ୍କର ବଡ ଉପହାର । କେନ୍ଦ୍ର ମନ୍ତ୍ରିମଣ୍ଡଳ କୃଷି କ୍ଷେତ୍ର ସହ ଜଡ଼ିତ ୭ ବଡ଼ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୪୦୦୦ କୋଟି ଟଙ୍କାର ଖର୍ଚ୍ଚକୁ ମଞ୍ଜୁରି ଦେଇଛନ୍ତି । ଏଥିରେ ଡିଜିଟାଲ କୃଷି ମିଶନ ଏବଂ ଫସଲ ବିଜ୍ଞାନ ପରି ଯୋଜନା ସାମିଲ ରହିଛି । …

ଓଡିଆ ଲୋକ ସାହିତ୍ୟର ଏକ ଅଭିନ୍ନ ଅଙ୍ଗ “ହଳିଆ ଗୀତ”, ଯାହା ଚାଷୀଙ୍କ ମନର ମହୋଷଧି ଟିଏ

ଭଞ୍ଜନଗର : "ହଳିଆ ଗୀତ" । ଓଡିଆ ଲୋକ ସାହିତ୍ୟର, ଏକ ଅଭିନ୍ନ ଅଙ୍ଗ । ନା' ଏହାର ରଚୟିତା କିଏ, ନା' ଏହାର ସ୍ୱର ସଂଯୋଜନା କାହା ଦ୍ୱାରା ହୋଇଛି, ତାହା ଏଯାଏଁ ଅସ୍ପଷ୍ଟ ରହିଛି । ତେବେ କେହି କେହି କୁହନ୍ତି, ଏହା ଭୋକିଲା ଚାଷୀର ଆହତ ମୂର୍ଚ୍ଚନା ଟିଏ । ଆଉ କିଏ କୁହନ୍ତି, ଚାଷକାର୍ଯ୍ୟ…

କେହି ଶୁଣିଲେନି, ନିଜ ଜମିର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଚାଷୀ

ପାଟଣାଗଡ଼ : ଚାଷ କାମ ଯାହାର କେଡେ ସୁଖ ତାହାର, ସେହି ସିନା ଦୁନିଆକୁ ଯୋଗାଉଛି ଆହାର । ଏ ଉକ୍ତିଟି ଧୀରେ ଧୀରେ ଭୁଲ ପ୍ରମାଣିତ ହେବାକୁ ବସିଲାଣି। ଚାଷୀ ପାଇଁ ସବୁବେଳେ କେବଳ ଦୁଃଖ ହିଁ ଦୁଃଖ । କେତେବେଳେ ବର୍ଷା ତ କେତେବେଳେ ମରୁଡି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ଚାଷୀଙ୍କୁ…

ଚାଷୀଙ୍କୁ ମିଳୁନି, ହେଲେ ସରକାରୀ କୀଟନାଶକ ଔଷଧରେ ନିଆଁ ଲଗାଇ ଦିଆଯାଉଛି

ଉମରକୋଟ : ଆସିଲାଣି ମୌସୁମୀ । ବର୍ଷା ଆରମ୍ଭ ହେବା ପରେ ଚାଷ କାମ ଆରମ୍ଭ କଲେଣି ଚାଷୀ । ଚାଷ ପାଇଁ ଆବଶ୍ୟକ ଔଷଧ ଓ କୀଟନାଶକ ପାଇଁ ଚାଷୀ ଆସୁଛନ୍ତି । କିନ୍ତୁ ସେ ସବୁ ନପାଇ ଫେରି ଯାଉଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ କୃଷି ସୂଚନା ଓ ପରାମର୍ଶ…