Browsing Tag

farmer dead

ଶମ୍ଭୁ ସୀମାରେ ଆନ୍ଦୋଳନ ଭିତରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ, ପ୍ରବଳ ଥଣ୍ଡା ଅନୁଭବ ହେବା ପରେ ଆସିଲା ହୃଦଘାତ

ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଜଣେ ବୃଦ୍ଧ ଚାଷୀ ପ୍ରାଣ ହରାଇଛନ୍ତି । ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି । ମୃତ ଚାଷୀ ହେଲେ, ୭୮ ବର୍ଷୀୟ ଜ୍ଞାନ ସିଂ । ସେ ପଞ୍ଜାବର ଗୁରୁଦାସପୁରର ବାସିନ୍ଦା ଥିଲେ । ସୂଚନା ରହିଛି, ଜ୍ଞାନ…

ଯାଜପୁର : ଜୀବନ ହାରି ଦେଲେ ଯଦୁନାଥ, ଋଣ ଭାରରେ ବୁଡ଼ିଥିଲେ

ଯାଜପୁର ଟାଉନ(କେନ୍ୟୁଜ୍):ଜୀବନ ହାରିଲେ ଚାଷୀ। ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବରୀ ବୋଦୁଅ ପଞ୍ଚାୟତ ଅନ୍ତର୍ଗତ କନ୍ତିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁର ଯଦୁନାଥ ମଲିକଙ୍କର ମୃତଦେହ କନ୍ତିଆ ରେବଲ ନିକଟ ଘେରା ମଧ୍ୟରେ ଥିବା ଏକ ଗଛରେ ଝୁଲୁଥିବା…

ମୃତ୍ୟୁ ଡାକିଲା ହାତ ଠାରି.. ଟ୍ରାକ୍ଟର ଓଲଟି ବିଲ ଭିତରେ ଚାଲିଗଲା ଚାଷୀଙ୍କ ଜୀବନ

ବ୍ରହ୍ମପୁର ( କେ ନ୍ୟୁଜ୍) : ଧାନ ରୋଇବା ପାଇଁ ଜମି କାଦୁଅ କରାଯାଉଥିଲା । ଟ୍ରାକ୍ଟର ଘୂରୁଥିଲା କାଦୁଆ ଜମିରେ । ଖରାବେଳେ ଡ୍ରାଇଭରକୁ ଖାଇବା ପାଇଁ ଦେବା ଲାଗି ବିଲକୁ ଗଲେ ଟ୍ରାକ୍ଟର ମାଲିକ ତଥା ଚାଷୀ ଦେବାଶିଷ ପାଢୀ । ଡ୍ରାଇଭରକୁ ଖାଇବା ପାଇଁ କହି ନିଜେ ଟ୍ରାକ୍ଟର ଉପରକୁ ଚଢ଼ିଗଲେ ଆଉ…