Browsing Tag

farmer death issue

ମିଲର ଧାନ ରଖିବାକୁ ମନାକରିବାରୁ ହୃଦଘାତରେ ଚାଷୀଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର

ମିଲକୁ ଧାନ ବିକ୍ରି ପାଇଁ ନେଇଥିବା ବେଳେ ଚାଷୀ ଗଣେଶ ହଠାତ ଅସୁସ୍ଥ ହୋଇପଡ଼ିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ନିଆଗଲା କିନ୍ତୁ ସେଠାରେ ସବୁଦିନ ପାଇଁ ଆଖି ବୁଝିଦେଲେ ଗଣେଶ । ଗଣେଶ ନିଜ ଦୁଃଖକୁ କାହା ପାଖରେ କହିବା ଆଗରୁ ହିଁ ସମସ୍ତଙ୍କୁ ପର କରି ଚାଲିଗଲେ । ଧାର ଉଧାର କରି କେତେ…

ମୃତ ଯୁବ ଚାଷୀଙ୍କ ଘରେ ପହଁଚିଲେ ନବୀନ

ଜଗତସିଂହପୁର: କାନ୍ଦୁଛି ମାଆ କାନ୍ଦୁଛି ସାରା ଗାଁ । ଲିଭିଯାଇଛି ସ୍ତ୍ରୀ ମଥାର ସିନ୍ଦୁର । ବାପ ଛେଉଣ୍ଡ ହୋଇଯାଇଛନ୍ତି ଦୁଇ ଦୁଇଟି ଝିଅ । ୩୩ବର୍ଷର ଭେଣ୍ଡା ପୁଅକୁ ହରାଇ ଯେମିତି ଜଡ ପାଲଟିଯାଇଛନ୍ତି ବୁଢା ବାପା ମାଆ ।  ଏପଟେ ସ୍ତ୍ରୀ  ବାହୁନି ବାହୁନି କାନ୍ଧୁଛି । କହୁଛି ସାତଜନ୍ମକୁ…

ବର୍ଷା ଜନିତ କ୍ଷୟକ୍ଷତି ଓ ଚାଷୀ ମୃତ୍ୟୁ ପାଇଁ ସହାୟତା ଦାବି

ଯାଜପୁର: ପୌଷ ମାସର ଅଦିନିଆ ବର୍ଷା । କାଳ ସାଜିଲା ଚାଷୀଙ୍କ ପାଇଁ । ଉଜୁଡ଼ିଗଲା ଫସଲ । ଦେଖିକି ସହିପାରିଲେନି ଚାଷୀ । ଶେଷରେ ଜୀବନ ହାରିଦେଲେ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଫସଲ ନଷ୍ଟ ପାଇଁ ଚାଲିଗଲା ଚାଷୀଙ୍କ ଜୀବନ । ଫସଲ ନଷ୍ଟ ହୋଇଥିବା ଦେଖି ଚାଷ…

ଉଜୁଡା ଫସଲ ଦେଖି ସହିପାରିଲେନି ଚାଷୀ, ବିଲ ମଝିରେ ଚାଲିଗଲା ପ୍ରାଣବାୟୁ

ଯାଜପୁର ଟାଉନ: ହାତରେ ସ୍ୱାମୀଙ୍କର ପାସପୋର୍ଟ ଫଟୋଟିଏ ଧରି ଚାହିଁଛନ୍ତି ପତ୍ନୀ । ଛଳ ଛଳ ଆଖିରେ ଏକ ଲୟରେ ଚାହିଁରହିଛନ୍ତି । ଦଇଦ ଏତେ ବଡ ଦୁଃଖ ଦେଲା ପୁଣି ବୟସର ଏହି ପାହାଚରେ । କଥାରେ ଅଛି କାହାର ପୁଷ ମାସ ତ କାହାର ସର୍ବନାଶ । ଠିକ୍ ସେମିତି ହିଁ ଘଟିଛି । ପୁଷ ମାସର ଅଦିନିଆ ବର୍ଷା…

ନଷ୍ଟ ଧାନ ଦେଖି କ୍ଷେତରୁ ଘରକୁ ଫେରିଲା ପରେ ସବୁ ଦିନ ପାଇଁ ଟଳି ପଡ଼ିଲେ ଭାବଗ୍ରାହୀ

ମାର୍ଶାଘାଇ: ବନ୍ୟା ହେଉ କି ବାତ୍ୟା କି ଲଘୁଚାପ ପ୍ରଭାବରେ ଅଦିନିଆ ବର୍ଷା ବିତ୍ପାତ ସବୁବେଳେ ଚାଷୀଙ୍କ ଫସଲ ଉଜାଡ଼ି ଦେଉଛି । କିଛି ଉପାୟ ନପାଇ ମୁଣ୍ଡରେ ହାତ ଦେଇ ବସୁଛନ୍ତି ଚାଷୀ । ଏଭଳି ଆଖି ସାମ୍ନାରେ ଫସଲ ହାନୀ ହେଉଥିବା ଦେଖି କେତେ ଚାଷୀଙ୍କ ଜୀବନ ଯାଉଛି ତାହା ଆମ କଳ୍ପନା ବାହାରେ ।…

ଅଦିନିଆ ବର୍ଷାରେ ନିଜ ଧାନ ଫସଲକୁ ନଷ୍ଟ ହେବାର ଦେଖି ସହିପାରିଲାନି ଚାଷୀ, ଚାଲିଗଲା ଜୀବନ

ପିପିଲି : ବାହୁନି ବାହୁନି କାନ୍ଦୁଛନ୍ତି ବୃଦ୍ଧା ଜଣଙ୍କ । ଥମିବାର ନା ଧରୁନାହାନ୍ତି । ଏପଟେ ଆଉ ଜଣେ ମହିଳା ନିସ୍ତବ୍ଧ ହୋଇ ଥରିବାକୁ ଲାଗୁଛନ୍ତି । କଣ ଘଟିଗଲା କେଇ ମୁହୂର୍ତ୍ତରେ । କିଏ କିଛି ବୁଝିପାରୁନାହାନ୍ତି । ସମସ୍ତଙ୍କ ଆଖିରେ ଲୁହ । ଖୁବ୍ ଖୁସି ମିଜାଜିଆ ମଣିଷଟିଏ ଥିଲେ । ନିଜ…

ଚାଷୀ ମୃତ୍ୟୁ ପ୍ରସଙ୍ଗରେ ତାତିଲା ବିଧାନସଭା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା

ଚାଷୀ ମୃତ୍ୟୁ ପ୍ରସଙ୍ଗରେ ତାତିଲା ବିଧାନସଭା। ଅରୁଣ-ନରସିଂହ କଥା କଟାକଟି । ଆଜି ବିଧାନସଭାରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଏମିତି ସ୍ଥିତି ଦେଖିବାକୁ ମିଳିଛି। ଚାଷୀ ମୃତ୍ୟୁ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ…