Browsing Tag

farmer died

ମିଲର ଧାନ ରଖିବାକୁ ମନାକରିବାରୁ ହୃଦଘାତରେ ଚାଷୀଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର

ମିଲକୁ ଧାନ ବିକ୍ରି ପାଇଁ ନେଇଥିବା ବେଳେ ଚାଷୀ ଗଣେଶ ହଠାତ ଅସୁସ୍ଥ ହୋଇପଡ଼ିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ନିଆଗଲା କିନ୍ତୁ ସେଠାରେ ସବୁଦିନ ପାଇଁ ଆଖି ବୁଝିଦେଲେ ଗଣେଶ । ଗଣେଶ ନିଜ ଦୁଃଖକୁ କାହା ପାଖରେ କହିବା ଆଗରୁ ହିଁ ସମସ୍ତଙ୍କୁ ପର କରି ଚାଲିଗଲେ । ଧାର ଉଧାର କରି କେତେ…

କରୋନାର ଚିକିତ୍ସା ପାଇଁ ୮ ମାସରେ ଖର୍ଚ୍ଚ ହେଲା ୮ କୋଟି ଟଙ୍କା, ବିକିଲେ ୫୦ ଏକର ଜମି; ତଥାପି ବଞ୍ଚିଲାନି ଜୀବନ

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ଲଗାତାର ବଢ଼ି ଚାଲିଛି। ଇତି ମଧ୍ୟରେ ମଧ୍ୟ ପ୍ରଦେଶର ରୀବାରୁ ଏକ କଷ୍ଟଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୮ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଜଣେ ଚାଷୀଙ୍କ ଚିକିତ୍ସାରେ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା, ତଥାପି ତାଙ୍କ ଜୀବନ…

ବଣାଇ: ବିଦ୍ୟୁତ ଆଘାତରେ ଚାଷୀ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ, ସବ୍‌ ଷ୍ଟେସନରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ

ବଣାଇ(କେନ୍ୟୁଜ୍): ବିଦ୍ୟୁତ ଆଘାତରେ ଚାଷୀ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ । ସବ୍‌ ଷ୍ଟେସନରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ । ବଣାଇ ବଡ଼ ଗୋଗୁଆ ଗାଁର ଶ୍ୟାମ ଘନ ସାହୁ ଜମିରେ ଚାଷ କରୁଥିବା ବେଳେ ବିଦ୍ୟୁତ ତାର ଲାଗି ଯାଇଥିଲା । ଲୋକେ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି ।…