ଚାଷ କରିବା ବେଳେ ଟ୍ରାକ୍ଟର ଓଲଟି କୃଷି ଉଦ୍ୟୋଗୀଙ୍କ ମୃତ୍ୟୁ
କନ୍ଧମାଳ (କେନ୍ୟୁଜ): ନିଜ ଫାର୍ମ ହାଉସ୍ରେ ଚାଷ କରୁଥିବା ସମୟରେ ଟ୍ରାକ୍ଟରଟି ଭାରସମ୍ୟ ହରାଇ ଓଲଟି ପଡିବାରୁ ବ୍ୟକ୍ତିଙ୍କ ମୃତ୍ୟୁ । ଏହିଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଖଲିବେରଣା ଗ୍ରାମରେ । ପରେ ମୃତ ବ୍ୟକ୍ତଙ୍କ ପୋଷ୍ଟମର୍ଟମ…