ବାହାରିବ କି ସମାଧାନର ବାଟ: ଆଜି ଚାଷୀ-ସରକାର ଷଷ୍ଠ ପର୍ଯ୍ୟାୟ ଆଲୋଚନା
ନୂଆଦିଲ୍ଲୀ: ବାହାରିବ କି ସମାଧାନର ବାଟ । ଆଜି ଦିନ ୨ଟାରେ ବିଜ୍ଞାନ ଭବନରେ ଚାଷୀ-ସରକାର ଆଲୋଚନା ହେବ । ଆଜି ଚାଷୀ-ସରକାର ଷଷ୍ଠ ପର୍ଯ୍ୟାୟ ଆଲୋଚନା । ଆଜିର ଆଲୋଚନରୁ ନିଷ୍କର୍ସ ନବାହାରିଲେ ଆନ୍ଦୋଳନକୁ ଅଧିକ ଜୋରଦାର କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । କୃଷି ଆଇନ୍ ଉଛେଦ ପାଇଁ କ’ଣ…