Browsing Tag

farmer problem after rain

ଛାଡିଲା ବର୍ଷା, ବଢିଲା ଶୀତ: ଅନେକ ସ୍ଥାନରେ ଚାଷୀଙ୍କ ଫସଲ ନଷ୍ଟ , କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ସରକାରଙ୍କ…

କେନ୍ୟୁଜ୍ : ଚାଷୀଙ୍କ ଉପରେ ଦାଉ ସାଧିଲା ପେଥାଇ। ଲଗାଣ ବର୍ଷାରେ ରାଜ୍ୟର ଅନେକ ସ୍ଥାନରେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ଚାଷୀର ବର୍ଷକ ଯାକର ପରିଶ୍ରମ ପେଥାଇ ମାଡରେ ଧୋଇହୋଇଯାଇଛି। ପାଚିଲା ଧାନ ଫସଲ ସହ ନଷ୍ଟ ହୋଇଯାଇଛି ପନିପରିବା ଓ କପା। କେଉଁଠି କ୍ଷେତରେ ଫସଲ ଭାସୁଛି ତ ଆଉ କେଉଁଠି…