Browsing Tag

farmer protest

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲ୍ ଗେଟଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ

ପିପିଲି: ମୋଦି ସରକାରଙ୍କ ଶ୍ରମିକ କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ଦେଶ ବ୍ୟାପୀ ବିଭିନ୍ନ ଟୋଲ ପ୍ଲାଜାଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲଗେଟ ଠାରେ ମଧ୍ଯ ଏହି ବିକ୍ଷୋଭ କରାଯାଇଥିଲା । ବିଭିନ୍ନ କୃଷକ ସଂଗଠନ ଏବଂ ରାଜନୈତିକ…

ଆନ୍ଦୋଳନ କରୁଥିବା ଚାଷୀଙ୍କୁ ୧ କୋଟି ଦାନ କଲେ ଦିଲଜିତ ଦୋସାଞ୍ଜ, ଭାଇରଲ ହେଉଛି ଭିଡିଓ

ପଞ୍ଜାବୀ ସିଙ୍ଗର ତଥା ବଲିଉଡ ଅଭିନେତା ଦିଲଜିତ ଦୋସାଞ୍ଜ ଚାଷୀଙ୍କ ମନ ଜିଣିନେଇଛନ୍ତି। ଦିଲଜିତ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏହି ପଇସାରେ ଚାଷୀମାନଙ୍କ ପାଇଁ ଗରମ କପଡ଼ା ଯୋଗାଇ ଦିଆଯିବ। ଶୀତ ଦିନରେ ପଞ୍ଜାବର ଶତାଧିକ ଚାଷୀ ବସି ଧାରଣା ଦେଉଛନ୍ତି। ତେଣୁ…

କୃଷି ବୀମା ଛାଡ ଟଙ୍କା ନମିଳିବାରୁ ସେବା ସମବାୟ ସମିତି ଅଫିସ୍ ଘେରିଲେ ଚାଷୀ

ଚାନ୍ଦବାଲି: କୃଷି ବୀମା ଛାଡ ଟଙ୍କା ନ ମିଳିବାରୁ ଚାଷୀ ଘେରିଲେ ସେବା ସମବାୟ ସମିତି ଅଫିସ୍। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଓରାସାହି ସେବା ସମବାୟ ସମିତି ଉପରେ କାଣ୍ଡଗରଡି ଓ ଓରାସାହି ପଞ୍ଚାୟତର ଚାଷୀ ନିର୍ଭର କରିଥାନ୍ତି। ୨୦୧୯ମସିହାରେ କୃଷି ବୀମା ରାଶି ଛାଡ ହୋଇଛି। ତେବେ ବୀମା…

କେନ୍ଦ୍ରାପଡ଼ା: ବାରମ୍ବାର ଫସଲ ନଷ୍ଟର ଅଭିଯୋଗକୁ ଶୁଣୁନଥିଲା ପ୍ରଶାସନ, ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ଶତାଧିକ ଷଣ୍ଢ…

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଷଣ୍ଢଙ୍କ ପାଦୁର୍ଭାବରୁ ଫସଲ ନଷ୍ଟ ହେଉଥିବାରୁ ତାତିଲେ ଚାଷୀ । ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ବେଳେ ଶତାଧିକ ଷଣ୍ଢ ଧରି ପଶିଲେ । ଚାଷୀଙ୍କ ଏଭଳି ଅଭିନବ ପ୍ରତିବାଦ ପୁରା କେନ୍ଦ୍ରାପଡ଼ା ଅଞ୍ଚଳରେ ଚାର୍ଚ୍ଚାର ବିଷୟ ପାଲଟିଛିି ।…

ମଣ୍ଡିରୁ ଧାନ ନଉଠିବାରୁ ତାତିଲେ ଚାଷୀ, ଧର୍ମଗଡ଼ ଚାରିଛକରେ ଶହ ଶହ ଧାନବସ୍ତା ରଖି ରାସ୍ତାରୋକ

କଳାହାଣ୍ଡି(କେନ୍ୟୁଜ୍): ପୁଣି ରାଜ ରାସ୍ତାରେ ଚାଷୀ । ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଗର୍ଜିଲେ ଧର୍ମଗଡର ଚାଷୀ । ଚାରିଛକ ଜାତୀୟ ରାଜପଥ ୧୩୦ ଅବରୋଧ କରିଛନ୍ତି। ଶହ ଶହ ଧାନ ବସ୍ତା ଧରି ରାସ୍ତା ଉପରେ ବସିଛନ୍ତି ଚାଷୀ। ଅନେକ ଗାଡିମୋଟର ଅଟକି ରହିବା ସହ ଧର୍ମଗଡ଼-ରାୟପୁର,…

ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି ଗର୍ଜିଲେ ଚାଷୀ

ଭୁବନେଶ୍ୱର(କେନ୍ୟୁଜ୍) : ପୁଣି ଗର୍ଜିଲେ ଚାଷୀ । ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ପୁଣି ଜୋରଦାର ଆନ୍ଦୋଳନ । ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ ଚାଷୀ । ଚାଷୀ ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଚାଷୀମାନେ ଭୁବନେଶ୍ୱର ରଘୁନାଥପୁରରୁ…

ବର୍ଷା ପାଣିରେ ହଜାର ହଜାର ହେକ୍ଟର ଜମି, କ୍ଷତିପୂରଣ ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ହଜାର ହଜାର ହେକ୍ଟର ଜମି ବର୍ଷା ପାଣିରେ ବୁଡି ରହିଛି। ଜଳ ନିଷ୍କାସନ ହୋଇନପାରିବାରୁ ଏବେ ରାଜରାସ୍ତାରେ ଚାଷୀ। କ୍ଷତିପୂରଣ ଦାବିରେ ସାନ୍ତସାହି ବ୍ରିଜ୍‌-ଗଣ୍ଡାଖିଆ ରାସ୍ତା ଦେପୁର ନିକଟରେ ଟାୟାର ଜାଳି ଅବରୋଧ କରିଛନ୍ତି। ଜିଲ୍ଲାର ଦେପୁରା,…