Browsing Tag

farmer protesting

କୃଷି ଆଇନ୍‌କୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ଆତ୍ମହତ୍ୟା, ଫାଶୀ ଦେଇ ହାରିଲେ ଜୀବନ

କେନ୍ଦ୍ରର ନୂଆ କୃଷି ଆଇନ୍‌କୁ ବିରୋଧ କରି କୃଷକମାନେ ପାଖାପାଖି ବର୍ଷେ ହେଲାଣି ଦିଲ୍ଲୀ-ପଞ୍ଜାବ ସିନ୍ଧୁ ବର୍ଡରରେ ଆନ୍ଦୋଳନରେ ବସିଛନ୍ତି। ଆଜି ଏହି ସିନ୍ଧୁ ବର୍ଡରରେ ଜଣେ କୃଷକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା କୃଷକଙ୍କ ନାଁ ଗୁରୁପ୍ରୀତ ସିଂହ ଓ ତାଙ୍କ ଘର…

ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ । କୃଷି ଆଇନକୁ ସ୍ଥଗିତ ରଖାଯାଉଛି କି ନାହିଁ, କୋର୍ଟ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ଉପରେ ସୁପ୍ରିମକୋର୍ଟ ନିରାଶ ବୋଲି କହିଛନ୍ତି । ସରକାର କାହିଁକି ଆଇନ ଲାଗୁ କରିବା ଜିଦରେ ଅଟଳ । କେନ୍ଦ୍ର…

କୃଷକଙ୍କ ସମର୍ଥନରେ ଆଗକୁ ଆସିଲେ ସୋନୁ ସୁଦ୍, କହିଲେ- ‘କୃଷକ ମା’-ବାପାଙ୍କ ଠାରୁ କମ୍ ନୁହଁନ୍ତି’

କୃଷି ଆଇନକୁ ନେଇ ପୂରା ଦେଶରେ ସରକାରଙ୍କ ବିପକ୍ଷରେ କୃଷକଙ୍କ ରାଗ ବଢ଼ିବାରେ ଲାଗିଛି। କୃଷକମାନେ କିଛି ଦିନ ଧରି ନିଜ କ୍ରୋଧ ଜାହିର କରୁଛନ୍ତି। ଦେଶର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ଏହି ତାଲିକାରେ ଏବେ ସୋନୁ ସୁଦ୍ ମଧ୍ୟ ସାମିଲ ହୋଇଛନ୍ତି। ସୋନୁ…

ଆଜି ହେବ ଚାଷୀ-ସରକାରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା, ଦାବି ନମାନିଲେ ଦିଲ୍ଲୀର ଅନ୍ୟ ରାସ୍ତା ଗୁଡ଼ିକୁ କରାଯିବ…

ନୂଆଦିଲ୍ଲୀ(କେ ନ୍ୟୁଜ): ଚାଷୀ-ସରକାର ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ । ଏହା ପୂର୍ବରୁ ସରକାରଙ୍କୁ ଚରମ ଚେତାବନୀ ଶୁଣାଇଛନ୍ତି ଚାଷୀ ସଂଗଠନ । କୃଷି ଆଇନ୍‌ ପ୍ରତ୍ୟାହାର ନହେଲେ ଦିଲ୍ଲୀର ଅନ୍ୟ ରାସ୍ତା ଗୁଡ଼ିକୁ ମଧ୍ୟ ଅବରୋଧ କରାଯିବ ବୋଲି ଧମକ ଦେଇଛନ୍ତି। କେବଳ ସେତିକି ନୁହେଁ,…