Browsing Tag

farmer starts a old age home

ଅସହାୟ ବୟସ୍କଙ୍କ ଦୁଃଖରେ ଦୁଃଖୀ ଜଳନ୍ଧର, ନିଜ ଚେଷ୍ଟାରେ ତିଆରି କଲେ ବୃଦ୍ଧାଶ୍ରମ

ପିଲାଟି ବେଳରୁ ଅସହାୟ ଵୃଦ୍ଧବୃଦ୍ଧାଙ୍କୁ ଦେଖିଲେ ଆଖି ତାଙ୍କର ଛଲ ଛଳ ହୋଇଯାଉଥିଲା । ପରିବାର ଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିବା ବା ଘରୁ ତଡା ଖାଇଥିବା ନିରାଶ୍ରୟା ବୟସ୍କ ମାନଙ୍କ ପାଇଁ କିଛି କରିବେ ବୋଲି ମନେ ମନେ ସ୍ଥିର କରିଥିଲେ | ନିଜେ ଜଣେ ଚାଷୀ ହୋଇଥିବା ବେଳେ ନିଜ ରୋଜଗାରର…