Browsing Tag

Farmer strike in bhadrak

ଭଦ୍ରକ : ଏସଆରସି କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ

ଭଦ୍ରକ (କେ ନ୍ୟୁଜ୍‌) : ଭଦ୍ରକ ଏସଆରସିଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ । ଚଳିତ ବର୍ଷ ୧୦ ତାରିଖରୁ ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମବାୟ ସମିତି ଖୋଲିନଥିବା ଅଭିଯୋଗରେ ଏସଆରସିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଭଦ୍ରକ ବ୍ଳକ୍‌ର ସବୁଠାରୁ ବଡ ସମବାୟ ସମିତି ହେଉଛି…