Browsing Tag

farmer tension

ମାଟିରେ ପୋତି ହୋଇଗଲାଣି କେନାଲ, ପାଣି ଆସୁନଥିବାରୁ ଚିନ୍ତାରେ ତଳ ମୁଣ୍ଡର ଚାଷୀ

ସୁବର୍ଣ୍ଣପୁର: ଆଷାଢ ସରି ଶ୍ରାବଣ ମାସ ଆରମ୍ଭ ହେବାକୁ ଥିଲେ ସୁଦ୍ଧା ଏଯାଏଁ ଭଲ କରି ବର୍ଷା ହୋଇପାରିନାହିଁ । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାମ ଆଗେଇ ପାରୁ ନଥିବା ବେଳେ ହରିହର ଯୋର ମଧ୍ୟମ ଜଳ ସେଚନ ପ୍ରକଳ୍ପ ଥାଇ କେନାଲରେ ଆସୁନାହିଁ ପାଣି । ଫଳରେ ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା…

ହେ ଭଗବାନ ମୋ ବାଦାମକୁ ବଞ୍ଚାଅ, କାନ୍ଦୁଛି ଚାଷୀ ଚାଷ ଜମିକୁ ଦେଖି

କଣାସ (କେନ୍ୟୁଜ) : ଚାଷ ଜମିରେ ପାଣିର ଅଭାବ ପଡିଲେ ଚାଷୀ ପମ୍ପ ଲଗାଇ କ୍ଷେତରେ ପାଣି ମଡାଏ କିନ୍ତୁ ଏଠି ପରିସ୍ଥିତି ଅଲଗା। ଅତ୍ୟଧିକ ପାଣି ପାଇଁ କାନ୍ଦୁଛି ଚାଷୀ। କ୍ଷେତରୁ ଗଛ ଗୁଡ଼ିକ ବଂଚାଇବା ପାଇଁ ହତାଶ ହୋଇ ଜଳ ନିଷ୍କାସନ କରୁଛନ୍ତି ଚାଷୀ। ଏ ଚିତ୍ର ହେଉଛି ପୁରୀ ଜିଲ୍ଲା କଣାସ…

ମଣ୍ଡିରେ ଚାଷୀକୁ ମିଳୁନି ଲାଭ: ଚାଲିଛି ମିଲରଙ୍କ ରାଜ୍, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଧର୍ମଗଡ଼ : ଚାଷ ଓ ଚାଷୀଙ୍କ ପାଇଁ ସରକାର ଦିନ କୁ ଦିନ ନୂଆ ନୂଆ ପଦକ୍ଷେପ ନେବା ସହ ମଣ୍ଡିରେ ଯେମିତି ସହଜରେ ଚାଷୀ ଧାନ ବିକ୍ରି କରିବେ, ସେଥିପ୍ରତି ଯତ୍ନବାନ୍‌ ହେଉଛନ୍ତି । ହେଲେ ପ୍ରକୃତ ପକ୍ଷେ ମଣ୍ଡିରେ ଚାଷୀକୁ ମିଳୁନି ଲାଭ। ଏହାର ଫାଇଦା ଉଠାଉଛନ୍ତି ମିଲର। ବସ୍ତା ନାରେ ଚାଲିଛି କଟନି…

ବର୍ଷା ଅଭାବରେ ଚିନ୍ତାରେ ଚାଷୀ, ଦୈବୀ କୃପା ପାଇବା ପାଇଁ ପାଳନ କରୁଛନ୍ତି ବେଙ୍ଗ ପର୍ବ

ଭଞ୍ଜନଗର (କେନ୍ୟୁଜ୍‌) : ବର୍ଷା ଅଭାବ, ଚିନ୍ତାରେ ଚାଷୀ। ଅଭାବୀ ବର୍ଷା ଠାରୁ ଆହୁରି ଯନ୍ତ୍ରଣାଦାୟକ ହୋଇଛି ଖରାର ପ୍ରକୋପ। ଯାହାଦ୍ୱାରା ବର୍ଷା ପାଣିକୁ ଚାହିଁରହିଥିବା ଚାଷୀର ଧାନତଳି ପୋଡିଗଲାଣି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଳକରେ ଦେଖାଦେଇଛି ଏଭଳି ପରିସ୍ଥିତି। ପ୍ରକୃତି ଉପରୁ ଭରଷା…

ଚାଷୀ ଅସନ୍ତୋଷ, ସରକାରୀ ବିହନରେ ଗଛ ଉଠୁନଥିବା ଅଭିଯୋଗ

ନୟାଗଡ଼ (କେନ୍ୟୁଜ୍) : ଚାଷୀ ଅସନ୍ତୋଷ । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଧାନ ବିହନ ବିଲରେ ବୁଣିଲେ ଗଛ ଉଠୁନାହିଁ। ଏଭଳି ଅଭିଯୋଗ ଆସିଛି ନୂଆଗାଁ ବ୍ଳକ ସଂପଡ଼ା ସମବାୟ ସମିତିରୁ ରଜ ସଂକ୍ରାନ୍ତି ପରେ ଚାଷୀମାନେ ଧାନଚାଷ ଆରମ୍ଭ କରିଥିଲେ। ସରକାରୀ ଧାନ ବିହନ ଆଣି ବିଲରେ ବୁଣିଥିଲେ। ଆଶା…

ପେଥାଇ ପାଇଁ ଚିନ୍ତାରେ ଚାଷୀକୁଳ, ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା

ଭୁବନେଶ୍ବର (କେନ୍ୟୁଜ୍) : ସମ୍ଭାବ୍ୟ ପେଥାଇ ବାତ୍ୟା ପାଇଁ ଚିନ୍ତାରେ ଚାଷୀକୂଳ । ଦକ୍ଷିଣ ଓ଼ଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ଅନେକ ସ୍ଥାନରେ ଧାନ କଟା ସରିନି । ବର୍ଷା ଆଶଙ୍କାରେ ତରବରିଆ ଭାବେ ଫସଲ କାଟି ଖଳାକୁ ଧାନ ନେଇ ଆସୁଛନ୍ତି ।…