Browsing Tag

Farmer worried

ବରଗଡ଼ ଜିଲ୍ଲାରେ ୨୦୧୯-୨୦ ମସିହାର ଖରିଫ ଧାନର କିଣାବିକା ପ୍ରକ୍ରୟା ଆରମ୍ଭ, ଚକଡ଼ା ପୋକର ପ୍ରାଦୁର୍ଭାବ ପାଇଁ ଚିନ୍ତାରେ…

ବରଗଡ଼: ରାଜ୍ୟର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ୨୦୧୯-୨୦ ମସିହାର ଖରିଫ ଧାନର କିଣାବିକା ପ୍ରକ୍ରୟା ଆରମ୍ଭ ହୋଇଛି । ଏବେ ଧାନ ଅମଳ ସମୟ । ଚାଷୀ ତାର ଉତ୍ପାଦିତ ଧାନକୁ ସଂଗ୍ରହ କରୁଥିବା ବେଳେ ଚାଷୀଙ୍କୁ ଦାଉ ସାଜିଛି ଚକଡ଼ା ପୋକ । ଧାନ କେଣ୍ଡା ସୁନା ପରି ଦେଖା ଯାଉଥିବା ବେଳେ…