Browsing Tag

farmer

ଲଙ୍କା ଚାଷ କରି ଅର୍ଜନ କରିଛନ୍ତି ସୁନାମ, କିନ୍ତୁ ମିଳୁନି ସରକାରୀ ସହାୟତା

ସୁବର୍ଣ୍ଣପୁର (କେନ୍ୟୁଜ): ଲଙ୍କା ଗୋଟିଏ ଶଦ୍ଦର ଦୁଇ ଅକ୍ଷର । ଲଙ୍କା ବିନା ଯେପରି ତରକାରୀ ସୁସ୍ୱାଦୁ ଲାଗେନାହିଁ । ଠିକ ସେହିଭଳି ଜଳଖିଆ କିମ୍ବା ଆଚାର ଓ ବାସି ପଖାଳରେ ଲଙ୍କା ମରିଚଟିଏ ନହେଲେ ପାଟିକୁ ସ୍ୱାଦ ଲାଗେନାହିଁ । କେବଳ ସେତିକି ନୁହେଁ ପାଚକ ଶକ୍ତି ବଢାଇବାରେ ଲଙ୍କା ମରିଚର…

କନ୍ଦମୂଳ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି ଚାଷୀ 

ମାଟିତଳୁ ଫଳିଛି ସୁନାର ଫସଲ, ଲାଲ ରଙ୍ଗର ଏହି ଫଳ ହେଉଛି କନ୍ଦମୂଳ l ଯାହା ସମସ୍ତଙ୍କ ପସନ୍ଦ । ସବୁଠୁ ଅର୍ଥକାରୀ ଫସଲ ହେଉଛି କନ୍ଦମୂଳ । ଅଳ୍ପ ପରିଶ୍ରମ କରି ମିଳିଥାଏ ଅଧିକ ଲାଭ । ତେଣୁ ବୌଦ୍ଧ ଜିଲ୍ଲା ସଦରବ୍ଲକ ମନୁପାଲି ପଂଚାୟତ ଅନ୍ତର୍ଗତ ଡିଗି ଗ୍ରାମ ସମେତ ଆଖପାଖ ଗ୍ରାମରେ ପ୍ରାୟ 100…

ବନ୍ୟା ଜଳ ନିସ୍କାସନ ହେଉନଥିବାରୁ ନାହିଁ ନଥିବା କ୍ଷତି ସହୁଛନ୍ତି ହଜାର ହଜାର ଚାଷୀ, ବାହାରି ପାରୁନି ସମାଧାନର ସୂତ୍ର

ଯାଯପୁର(କେନ୍ୟୁଜ): ବଢ଼ିବଢ଼ି ଚାଲିଛି ଚାଷୀଙ୍କ ସମସ୍ୟା । ଯାଜପୁର ବରୀ ବ୍ଲକର ସାରନ୍ଦା ପାଟରୁ ପ୍ରତିବର୍ଷ ବନ୍ୟା ଜଳ ନିସ୍କାସନ ହେଉନଥିବାରୁ ଚାଷୀମାନେ ନାହିଁ ନଥିବା କ୍ଷତି ସହୁଛନ୍ତି । ଡ୍ରେନେଜ ବିଭାଗ ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ଏଭଳି ସମସ୍ୟା ଦେଖିବାକୁ…

ଅଡ଼ି କାରରେ ଶାଗ ବିକୁଛନ୍ତି ଏହି ବ୍ରାଣ୍ଡେଡ୍ ଚାଷୀ, ଭିଡିଓ ଦେଖିଲେ ଆଖି ହୋଇଯିବ ଟେରା

କେରଳ: ଆପଣମାନେ ପନିପରିବା କିଣିବାକୁ ବଜାର ତ ଯାଉଥିବେ? ହେଲେ କେବେ ଦେଖିଛନ୍ତି କି ଶାଗ ବିକ୍ରି କରିବା ପାଇଁ ବେପାରିକୁ ଅଡ଼ି A4 ଗାଡିରେ ଆସିବାର ? ଆପଣମାନେ ପ୍ରାୟତଃ ଦେଖିଥିବେ ଯେ ବେପାରୀମାନେ ଟ୍ରାକ୍ଟର କିମ୍ବା ଛୋଟ ଗାଡ଼ିରେ ପରିବା ବିକ୍ରି କରିବା ପାଇଁ ଆସନ୍ତିି । ହେଲେ ଏବେ ସମୟ…

କମ୍ପାନୀର ୧୨ହଜାର ଟଙ୍କିଆ ଚାକିରି ଛାଡ଼ି କଲେ ଚାଷ କାମ, ନେଟ ହାଉସ ଟେକ୍ନୋଲୋଜିରେ ଚାଷ କରି ହୋଇଗଲେ କୋଟିପତି

କୋଟିପତି ଚାଷୀ । ଚାଷ ଏହି ବ୍ୟକ୍ତିଙ୍କୁ ଦେଇଛି ଏକ ନୂଆ ପରିଚୟ । ସମସ୍ତେ ଲକ୍ଷପତି ବନୁଥିବାବେଳେ ଏହି ବ୍ୟକ୍ତି ଜଣଙ୍କ ଚାଷ କରି କୋଟିପତି ହୋଇଯାଇଛନ୍ତି । ଯାହାଙ୍କ ସଫଳତା ଏବେ ସବୁଠି ଚର୍ଚ୍ଚା ଧରିଛି । ନେଟ ହାଉସ ରେ ଚାଷ କରି ହେଲେ କୋଟିପତି । ସାରା ଦେଶ ଏବେ ତାଙ୍କ ସଫଳତା ର କାହାଣୀ…

କାହାକୁ ମିଳିବ କିସାନ ଯୋଜନା ଟଙ୍କା?

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୋଜନାର ଲାଭ କୃଷକମାନଙ୍କୁ ପ୍ରତିବର୍ଷ ତିନୋଟି କିସ୍ତି ଆକାରରେ ଦିଆଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ୧୩ କିସ୍ତିର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର…

ସରକାର ଚାଷୀଙ୍କୁ ଦେଲେ ୩ ଲକ୍ଷ ଟଙ୍କାର ଉପହାର, ଏପରି ଚେକ କରନ୍ତୁ

କୃଷକଙ୍କ ପାଇଁ ଏକ ବଡ ଖୁସିଖବର ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଅନେକ ସୁବିଧା ପ୍ରଦାନ କରାଯାଉଛି । ଯଦି ଆପଣ ମଧ୍ୟ ଜଣେ ଚାଷୀ ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ଯଦି ଆପଣ ୧୪ତମ କିସ୍ତି କୁ ଅପେକ୍ଷା କରିଛନ୍ତି, ତେବେ ଏହା ପୂର୍ବରୁ ଆପଣଙ୍କ…

ସରକାର ଚାଷୀଙ୍କୁ ଦେବେ ୩ ଲକ୍ଷ ଟଙ୍କା

କୃଷକଙ୍କ ପାଇଁ ଏକ ବଡ ଖୁସିଖବର ଆଣିଛନ୍ତି କେନ୍ଦ୍ର ସରକାର । ଏଣିକି ଦେଶର କୋଟି କୋଟି କୃଷକଙ୍କୁ ସରକାରଙ୍କ ତରଫରୁ ମିଳିବ ୩ ଲକ୍ଷ ଟଙ୍କା । କୃଷକଙ୍କ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ସମସ୍ୟା ଚାଲୁ ରହିଥିବା ବେଳେ ବର୍ତ୍ତମାନ ଏକ ଉପହାର ଆଣିଛନ୍ତି ସରକାର । ଏହି ଟଙ୍କା ଏବେ…

ଉଦ୍ଭିଦବିଦ୍‌ ବିଜ୍ଞାନ ଅଧ୍ୟାପକ ପାଲଟିଲେ ସଫଳ ଚାଷୀ, ନିଜେ ରୋଜଗାର କରିବା ସହ ଅନ୍ୟକୁ ଦେଉଛନ୍ତି ନିଯୁକ୍ତି

ସମ୍ବଲପୁର(କେନ୍ଯୁଜ୍): ଉଦ୍ଭିଦବିଦ୍‌ ଦିବ୍ୟରାଜ ବେରିହା । ପେସା ତାଙ୍କର ଥିଲା ପାଠ ପଢ଼ାଇବା । ଉଦ୍ଭିଦ ବିଜ୍ଞାନର ସଫଳ ଅଧ୍ୟାପକ ଥିଲେ । ଛାତ୍ରଛାତ୍ରୀମାନଙ୍କୁ ଦେଉଥିଲେ ଭଲ ଭଲ ଶିକ୍ଷା। ଏପରିକି ଗଙ୍ଗାଧର ମେହେର ବିଶ୍ୱବଦ୍ୟାଳୟ, ଓୟୁଏଟି ଏବଂ କିଟ୍‌ ଭଳି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଉଥିଲେ…

ବିଲକୁ ଯାଇଥିବା ବେଳେ ଚାଷୀଙ୍କୁ ଦଳି ମାରିଦେଲା ଦନ୍ତା

କାମାକ୍ଷାନଗର (କେନ୍ୟୁଜ) : ଦଳି ଦେଲା ଦନ୍ତା । ଧାନ ଜଗିବାକୁ ଯାଇଥିବା ଚାଷୀଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଖଣ୍ଡୁଆଳ ମୁଣ୍ଡା ଗାଁରେ ଅଘଟଣ ଘଟିଛି। ମୃତ ଚାଷୀଙ୍କ ନାଁ ଉପେନ୍ଦ୍ର ଅମାତ । ଗତକାଲି ରାତିରେ ସେ ଧାନ ଜଗିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର…

୫୫ନମ୍ବର ଏନଏଚ୍‌ ଯୁଜୁମୁରା ନିକଟରେ ଚାଷୀଙ୍କ ରାସ୍ତା ଅବରୋଧ

ସମ୍ବଲପୁର:୫୫ନମ୍ବର ଏନଏଚ୍‌ ଯୁଜୁମୁରା ନିକଟରେ ଚାଷୀଙ୍କ ରାସ୍ତା ଅବରୋଧ। ସମ୍ବଲପୁର ଯୁଜୁମୁରା ବ୍ଲକ ଲିପିଣ୍ଡା, କେଶାପାଲି , କୟାକୁଦ ଓ ଗୋଡ଼ଲୋଇସିଂ ଗ୍ରାମ ପଞ୍ଚାୟତକୁ ଗତ ୨୦୨୦ରୁ ମରୁଡିର କ୍ଷତିପୂରଣ ମିଳିନାହିଁ। ଖରିଫ ଋତୁରେ ଏ ଅଞ୍ଚଳର ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ପ୍ରଶାସନିକ…