ବଢୁଛି ଅସନ୍ତୋଷ: ଚାଷୀ ଧାନ ବିକ୍ରି ନକରିପାରି ଦୁଇଟି ଲ୍ଯାମ୍ପ୍ସରେ ପକାଇଲେ ତାଲା
କରଞ୍ଜିଆ(କେନ୍ଯୁଜ୍): ବଢୁଛି ଚାଷୀ ଙ୍କ ଅସନ୍ତୋଷ । ଚାଷୀ ଧାନ ବିକି ନ ପାରି ଲ୍ଯାମ୍ପରେ ପକାଇଲେ ତାଲା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଲ୍ଯାମ୍ପରେ ଦେଖିବାକୁ ମିଳିଛି ।ଗତକାଲି ଟୋକନ୍ ଲିପସ୍ ହେବା ପରେ ୮ ତାରିଖ ସଂନ୍ଧ୍ୟ୍ରା ରେ ଚାଷୀ…