Browsing Tag

farmers protest

ଆଜି ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ, ଶମ୍ଭୁ ସୀମାରୁ ବାହାରିବେ ହଜାର ହଜାର କୃଷକ ନେତା

ନୂଆଦିଲ୍ଲୀ : ଆଜି ପୁଣି ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ ଚାଷୀ । ଏମଏସପି ଗ୍ୟାରେଣ୍ଟି ଦାବିକୁ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ସଂଗଠନ ପ୍ରତ୍ୟାଖ୍ୟାନ କରିଥିଲେ । ଏହାପରେ ଆଉ କୌଣସି ଆଲୋଚନା ସମ୍ଭାବନାକୁ ଏଡାଇ ଆଜି ପୁଣି ଥରେ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିବେ ।…

କୃଷକଙ୍କ ଦିଲ୍ଲୀ ଚଲ୍ଲୋ ଡାକରା, ପଞ୍ଜାବର ଫତେଗଡ଼ ସାହିବରୁ ଶମ୍ଭୁ ସୀମା ଯାଏ ଚାଷୀଙ୍କ ଭିଡ଼

ନୂଆଦିଲ୍ଲୀ : ଦିଲ୍ଲୀ ଚଲ୍ଲୋ ଜିଦରେ ଅଟଳ ଚାଷୀ । ଆଜି ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିବେ । ଗତକାଲି ପୋଲିସ ସହ ମୁହାଁମୁହିଁ ସ୍ଥିତି ପରେଆନ୍ଦୋଳନ ବନ୍ଦ ରଖିଥିଲେ । ଦାବି ପୂରଣ ନେଇ କେନ୍ଦ୍ର ସରକାରଙ୍କ ସହ ସହମତି ହୋଇ ନପାରିବାରୁ ଚାଷୀମାନେ ଦିଲ୍ଲୀ ଚଲୋ ଅଭିଯାନକୁ ଜୋରଦାର କରିଛନ୍ତି ।…

ଚାଷୀଙ୍କ ଧାରଣା ଶେଷ, ୬ ଘଣ୍ଟା ପରେ ଖୋଲିଲା ଦିଲ୍ଲୀ-ନୋଏଡା ରାସ୍ତା; ଭୟଙ୍କର ଜାମ୍‌ରେ ଫସିଥିଲେ ଲୋକେ

ଧରଣାରେ ବସିଥିବା ଚାଷୀ ପାଖାପାଖି ୬ ଘଣ୍ଟା ପରେ ନୋଏଡା ଏକ୍ସପ୍ରେସ ୱେରୁ ହଟିଛନ୍ତି । ଉଚ୍ଚସ୍ତରୀୟ କମିଟି ଗଠନର ଆଶ୍ୱସନା ମିଳିବା ପରେ ଚାଷୀଙ୍କ ଧାରଣା ଶେଷ ହୋଇଛି । କମିଟିର ପଦାଧିକାରୀମାନଙ୍କ ସହିତ ୮ ଦିନ ଭିତରେ ଚାଷୀଙ୍କ ଦାବି ସମାଧାନ ହେବ ବୋଲି ଆଶ୍ୱସନା ଦିଆଯାଇଛି । ଏପଟେ…

ବକେୟା ଘର ଭଡାକୁ ନେଇ ପରିବା ଗୋଦାମରେ ତାଲା, ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଚାଷୀ

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ପକ୍ଷରୁ ବକେୟା ଘର ଭଡାକୁ ନେଇ ପରିବା ଗୋଦାମରେ ତାଲା ପଡ଼ିବାକୁ ନେଇ ଚାଷୀଙ୍କ ରାସ୍ତା ରୋକ। ପ୍ରତିବାଦରେ ପୌର କର୍ମଚାରୀ ଓ ପରିବା ଚାଷୀ ହାତାହାତି ହୋଇଛନ୍ତି । ବାସୁଦେବପୁର ପୋଲିସ ମୁତୟନ। ସୂଚନା ଅନୁସାରେ…

ବଢୁଛି ଅସନ୍ତୋଷ: ଚାଷୀ ଧାନ ବିକ୍ରି ନକରିପାରି ଦୁଇଟି ଲ୍ଯାମ୍ପ୍ସରେ ପକାଇଲେ ତାଲା

କରଞ୍ଜିଆ(କେନ୍ଯୁଜ୍): ବଢୁଛି ଚାଷୀ ଙ୍କ ଅସନ୍ତୋଷ । ଚାଷୀ ଧାନ ବିକି ନ ପାରି ଲ୍ଯାମ୍ପରେ ପକାଇଲେ ତାଲା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଲ୍ଯାମ୍ପରେ ଦେଖିବାକୁ ମିଳିଛି ।ଗତକାଲି ଟୋକନ୍‌ ଲିପସ୍‌ ହେବା ପରେ ୮ ତାରିଖ ସଂନ୍ଧ୍ୟ୍ରା ରେ ଚାଷୀ…

ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି’ରେ ଶିଖ୍‌ ସଂପ୍ରଦାୟକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ତୁଳନା କରିବା କଙ୍ଗନାଙ୍କୁ ପଡିଲା…

ପୁଣି ବିବାଦରେ ଫସିଛନ୍ତି ପଦ୍ମଶ୍ରୀ ପାଇଥିବା ଅଭିନେତ୍ରୀ କଙ୍କନା ରଣାଓ୍ଵତ। ଏକ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁଁ ବଢିଯାଇଛି କଙ୍ଗନାଙ୍କ ଅଡୁଆ। ‘ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି’ରେ ସମସ୍ତ ଶିଖ୍ ସମ୍ପ୍ରଦାୟଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଭାବ‌େ ଅଭିହିତ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ…

‘ବନ୍ଦ ହେବନି କୃଷକଙ୍କ ଆନ୍ଦୋଳନ’: କୃଷି ଆଇନ୍‌ ପ୍ରତ୍ୟାହାର ପରେ ଏଭଳି ପ୍ରତିକ୍ରିୟା ଦେଲେ ରାକେଶ ଟିକାୟତ

କେନ୍ଦ୍ର ସରକାରଙ୍କ ତରଫରୁ ୩ଟି କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପରେ ମଧ୍ୟ ଆନ୍ଦୋଳନ ବନ୍ଦ କରିବାକୁ ମନା କରିଛନ୍ତି ଭାରତୀୟ କୃଷକ ସଂଗଠନର ମୁଖ୍ୟ ରାକେଶ ଟିକାୟତ। ରାକେଶ କହିଛନ୍ତି, କୃଷି ଆଇନ୍‌ ବିରୋଧରେ ଚାଲିଥିବା ଏହି ଆନ୍ଦୋଳନ ଏବେ ସରିବ ନାହିଁ। ତାଙ୍କ କହିବାନୁସାରେ, ଆନ୍ଦୋଳନ…

ଭଦ୍ରକ-ଆନନ୍ଦପୁର ଗଣିଜାଙ୍ଗ ଛକ ଉପରେ ଧାନ ଢାଳି ପ୍ରତିବାଦ କଲେ ଚାଷୀ, ରାସ୍ତା ଉପରେ ଅଟକି ରହିଛି ଶହ ଶହ ଗାଡି

ଭଦ୍ରକ: ରାସ୍ତା ଉପରେ ଧାନ ଢାଳି ପ୍ରତିବାଦ। ଭଦ୍ରକ ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ । ଭଦ୍ରକ-ଆନନ୍ଦପୁର ରାସ୍ତାର ଗଣିଜାଙ୍ଗ ଛକରେ ଅବରୋଧ ଫଳରେ ଶହ ଶହ ଗାଡି ମୋଟର ଅଟକି ରହିଛି। ଟୋକନ ଥାଇ ମଧ୍ୟ ଧାନ କିଣାରେ…

ନୂଆ କୃଷି ଆଇନକୁ ବିରୋଧ କରି ୧୮ ଦିନରେ ଚାଷୀ ଆନ୍ଦୋଳନ: ଆଜି ଖାଦ୍ୟ ସାମଗ୍ରୀ ଓ ରହଣୀ ବ୍ୟବସ୍ଥା ସହ ୧୨ ଶହ…

ଦିଲ୍ଲୀ: ଟୋଲ୍‌ ପ୍ଲାଜା ପରେ ଏବେ ଟ୍ରାକ୍ଟର ମାର୍ଚ୍ଚ । ନୂଆ କୃଷି ଆଇନକୁ ବିରୋଧ କରି ୧୮ ଦିନରେ ଚାଷୀ ଆନ୍ଦୋଳନ । ଆଜି ରାଜସ୍ଥାନରୁ ବାହାରିବ ଟ୍ରାକ୍ଟର ରାଲି । ୧୨୦୦ ଟ୍ରାକ୍ଟରରେ ବାହାରିବେ ୫୦ ହଜାର ଅନ୍ନଦାତା । ଖାଦ୍ୟ ସାମଗ୍ରୀ ଓ ରହଣୀ ବ୍ୟବସ୍ଥା ସହ ୧୨ ଶହ ଟ୍ରାକ୍ଟର ଓ ଟ୍ରଲିରେ…

ଦିଲ୍ଲୀରୁ ଆସନ୍ତା ୮ରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ, ଦେଶର ସବୁ ଜାତୀୟ ରାଜପଥରେ ଥିବା ଟୋଲ ଗେଟ୍‌ ଅକ୍ତିଆର…

ନୂଆଦିଲ୍ଲୀ: ଦିଲ୍ଲୀରୁ ଚାଷୀଙ୍କ ଭାରତ ବନ୍ଦ ଡାକରା । ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ । ଦିଲ୍ଲୀ ଚଲୋ ଆନ୍ଦୋଳନର ନବମ ଦିନରେ ଚାଷୀ ସଂଗଠନ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । ଆସନ୍ତା ୮ରେ ଦେଶର ସବୁ ଜାତୀୟ ରାଜପଥରେ ଥିବା ଟୋଲ ଗେଟ୍‌ ଅକ୍ତିଆର କରାଯିବ ।…

ସମ୍ବଲପୁରରେ ପୁଣି ଟୋକନ ତାତି: ସରକାରଙ୍କ ପକ୍ଷରୁ କରାଯାଇଥିବା ଧାନ କିଣା ବ୍ୟବସ୍ଥାକୁ ବିରୋଧ କରି ରାଜରାସ୍ତାକୁ…

ସମ୍ବଲପୁର: ସମ୍ବଲପୁରରେ ପୁଣି ଟୋକନ ତାତି। ସରକାରଙ୍କ ପକ୍ଷରୁ କରାଯାଇଥିବା ଧାନ କିଣା ବ୍ୟବସ୍ଥାକୁ ବିରୋଧ କରି ଜାତୀୟ ରାଜପଥକୁ ଓହ୍ଲାଇଲେ ଚାଷୀ। ଧାନ ବସ୍ତା ଗାଡି ଧରି NH-୫୩ ଅବରୋଧ କରି ବସିରହିଛନ୍ତି ଶହ ଶହ ଚାଷୀ। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି। ଫଳରେ…