ଆଜି ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ, ଶମ୍ଭୁ ସୀମାରୁ ବାହାରିବେ ହଜାର ହଜାର କୃଷକ ନେତା
ନୂଆଦିଲ୍ଲୀ : ଆଜି ପୁଣି ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ ଚାଷୀ । ଏମଏସପି ଗ୍ୟାରେଣ୍ଟି ଦାବିକୁ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ସଂଗଠନ ପ୍ରତ୍ୟାଖ୍ୟାନ କରିଥିଲେ । ଏହାପରେ ଆଉ କୌଣସି ଆଲୋଚନା ସମ୍ଭାବନାକୁ ଏଡାଇ ଆଜି ପୁଣି ଥରେ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିବେ ।…