Browsing Tag

farmers

ଶୀତଦିନେ କୃଷକମାନେ କ୍ଷେତରେ କାହିଁକି ଧୂଆଁ ଦିଅନ୍ତି, ଜାଣନ୍ତୁ କାରଣ

କୃଷକମାନେ ଶୀତଦିନେ ସେମାନଙ୍କର କ୍ଷେତ ଧୂଆଁ ଦିଅନ୍ତି । ତେବେ ଯଦି ଆପଣ ଗ୍ରାମାଞ୍ଚଳରେ କିମ୍ବା ତା ନିକଟରେ ରହୁଥିବେ, ତାହେଲେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଶୀତ ବଢିବା ସହିତ ଚାଷୀଙ୍କ ସମସ୍ୟା ବଢିଯାଏ । କେବଳ ଏତିକି ନୁହେଁ କୃଷକମାନେ ମଧ୍ୟ ସେମାନଙ୍କର ଫସଲକୁ ବଞ୍ଚାଇବ ପାଇଁ…

ପଞ୍ଜାବରେ କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ, ପ୍ରଭାବିତ ୯୨ଟି ଟ୍ରେନ୍‌

ପଞ୍ଜାବ: ପଞ୍ଜାବରେ କୃଷକ ସଙ୍ଗଠନ ପକ୍ଷରୁ ୩ ଦିନିଆ ‘ରେଳ ରୋକ’ଆନ୍ଦୋଳନ। ଏହି ଆନ୍ଦୋଳନରେ କୃଷକମାନେ ରେଳ ଲାଇନ୍ ରେ ବସିବା ଯୋଗୁ ପ୍ରାୟ ୯୨ଟି ଟ୍ରେନ୍‌ର ଗତିବିଧି ପ୍ରଭାବିତ ହୋଇଛି । ରେଳ ଅଧିକାରୀଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି ଯେ ଲୋହିୟା ଖାସ୍‌…

ଚାଷୀ କୁଳ ଚିନ୍ତାରେ, କୃଷି ବିପଦରେ ? ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଚାଷୀ

ସାଲେପୁର : ଚାଷୀ କୁଳ ଚିନ୍ତାରେ, କୃଷି ବିପଦରେ ? ବହୁ କୃଷି ଅଧିକାରୀ ପଦବୀ ଫାଙ୍କା ପଡିଛି l ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଚାଷୀ l ସାର ବିହନ ପାଉ ନାହାନ୍ତି ଚାଷୀ l ଚାଷୀଙ୍କୁ ଚାଷ ବିଷୟରେ କେହି ବୁଝେଇବାକୁ ନାହାନ୍ତି । ଚାଷୀଙ୍କ ପାଇଁ କୋଟି କୋଟି ଟଙ୍କା ଆସୁଛି ବିଭିନ୍ନ ବାଟରେ।…

ଶ୍ରାବଣରେ ଶୁଖିଲା ଜମି: ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ

(କେନ୍ୟୁଜ): ବର୍ଷା ଗାଏବ, ଚିନ୍ତାରେ ଚାଷୀ। ବର୍ଷା ବଦଳରେ ଏବେ ଟାଏଁ ଟାଏଁ ଖରା। ଆଉ ଦୁଇ ଚାରି ଦିନ ଏମିତି ଖରା ହେଲେ ତଳି ସବୁ ଝାଉଁଳିଯିବ। ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ। ପାଣିପାଗ ପୂର୍ବାନୁମାନ କହୁଛି, ଏବେ ସେମିତି ବିଶେଷ ବର୍ଷା ନାହିଁ । ମୌସୁମୀ ସକ୍ରିୟ କରାଉଥିବା ନିମ୍ନ…

ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ନୂଆ ନକ୍ସା; BSKY ଢାଞ୍ଚାରେ ଆସିପାରେ ଫସଲ କ୍ଷତିଭରଣା ନୀତି

ଭୁବନେଶ୍ୱର (କେନ୍ୟୁଜ): ଚାଷୀଙ୍କ ପାଇଁ ‘ନବୀନ’ ନକ୍ସା । ଚାଷୀଙ୍କ ହିତ ପାଇଁ ନୂଆ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଢାଞ୍ଚାରେ ଆସିପାରେ ଫସଲ କ୍ଷତି ଭରଣା ନୀତି । ଫସଲ ବୀମାରେ କ୍ଷତିପୂରଣ ଅର୍ଥ ପାଇବାକୁ ଦହଗଞ୍ଜ ହେଉଥିବା ଚାଷୀଙ୍କୁ…

ଚାଷୀଙ୍କ ପାଇଁ ଖୁସି ଖବର : ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ପାଇଁ ୨ ଶହ କୋଟିର ଇନପୁଟ୍ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ୨ଶହ କୋଟିର ସହାୟତା ଘୋଷଣା। ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ। ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ମିଳିବ ସହାୟତା। ଏନେଇ ରାଜ୍ୟ ରାଜକୋଷରୁ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚ…

ଲଘୁଚାପ ବର୍ଷା ପାଇଁ ଚିନ୍ତାରେ ଚାଷୀକୁଳ: ପାଣିରେ ଭିଜୁଛି ଧାନ, ନଷ୍ଟ ହେବାକୁ ଯାଉଛି ସୁନାର ଫସଲ

ଅନୁଗୁଳ (କେନ୍ୟୁଜ): ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଚିନ୍ତାରେ ଚାଷୀକୁଳ । ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷାରେ ନଷ୍ଟ ହେବାକୁ ଯାଉଛି ସୁନାର ଫସଲ । ପାଣିରେ ଭିଜୁଛି ଧାନ । କେବଳ ଧାନ ନୁହେଁ ପନିପରିବା ଚାଷ ବି ପ୍ରଭାବିତ ହୋଇଛି । ଏହି ସମୟରେ ଚାଷୀ ବିଲରେ ରୁଆ ବିହୁଡା କରିବା କଥା । ଲଗାଣ…

କୃଷକଙ୍କ ଅଜବ ଜୁଗାଡ, କୁଲର ମାଧ୍ୟମରେ ଧାନରୁ ଅଗାଡି ସଫା

ଖାଦ୍ୟ ହେଉଛି ଆମ ଜୀବନ । କାରଣ ଖାଦ୍ୟ ବିନା ବଞ୍ଚିବା ଅସମ୍ଭବ । ପୁଣି ଆମ ଭାରତୀୟଙ୍କର ସବୁଠାରୁ ମୁଖ୍ୟ ଖାଦ୍ୟ ହେଉଛି ଭାତ । ଭାରତୀୟମାନେ ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି , ଯେମିତି ଭିନ୍ନ ଭିନ ଖାଦ୍ୟ ଖାଆନ୍ତୁ ନା କାହିଁକି କିନ୍ତୁ ପ୍ରଥମ ପ୍ରାଧାନ୍ୟ ରହିବ ଭାତ । ସମସ୍ତେ…

ଚାଷୀଙ୍କୁ ମିଳୁନି ଫସଲବୀମା ଅର୍ଥରାଶି, ନୂତନ ବୀମା ଲାଗି ପଞ୍ଜିକୃତ କରୁନି ସମବାୟ ସମିତି

ଯାଜପୁର (କେନ୍ୟୁଜ): ସମବାୟ ସମିତିର ଅବହେଳା ପାଈଁ କ୍ଷତିଗ୍ରସ୍ଥ ହେଉଛନ୍ତି ଚାଷୀକୂଳ । ଚାଷୀ ମାନଙ୍କୁ ମିଳିପାରୁ ନାହିଁ ଫସଲବୀମା ଅର୍ଥରାଶି । ଯାହାକୁ ନେଇ ଏବେ ଚିନ୍ତାରେ ଶତାଧିକ ଚାଷୀ । ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ହଳଦିଢିହ ଗ୍ରାମର ଶତାଧିକ ଚାଷୀ ।…

PM kisan: ଚାଷୀଙ୍କ ପାଇଁ ଖୁସି ଖବର! ଏବେ ପ୍ରତି ବର୍ଷ ୬୦୦୦ ଜାଗାରେ ମିଳିବ ୩୬୦୦୦ ଟଙ୍କା, ଜଲ୍‌ଦି ହିଁ କରି…

ପିଏମ୍‌ କିସାନ ସମ୍ମାନ ନିଧିର ଲାଭାର୍ଥୀ ଚାଷୀଙ୍କ ପାଇଁ ଖୁସି ଖବର। ଏବେ ଆପଣଙ୍କୁ ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ମିଳିପାରିବ। ସବୁଠୁ ବଡ଼ କଥା ହେଉଛି, ଏଥିପାଇଁ କୌଣସି ବି ପ୍ରକାରର କିଛି ଦସ୍ତାବିଜ୍‌ ଦେବାକୁ ପଡ଼ିବ ନାହିଁ। କହି ରଖୁଛୁ, ଏବେ ପିଏମ୍‌ କିସାନ ମାନଧନ…

କୃଷକଙ୍କ ପାଇଁ ବଜେଟ୍‌ରେ ସରକାରଙ୍କ ବଡ଼ ଘୋଷଣା: କୃଷକଙ୍କୁ ଦିଆଯାଇଛି ଦେଢ ଗୁଣା ଅଧିକ MSP, କରାଯିବ ଓ୍ଵାନ୍‌ ନେସନ୍‌…

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଜେଟ୍‌ରେ ସରକାରଙ୍କ ବଡ଼ ଘୋଷଣା । MSP ବ୍ୟବସ୍ଥାରେ ହେବ ପରିବର୍ତ୍ତନ । କୃଷକଙ୍କୁ ଦେଢ ଗୁଣା ଅଧିକ MSP ଦିଆଯାଇଛି । କୃଷକଙ୍କୁ ୭୫ ହଜାର କୋଟିରୁ ଅଧିକ ଦିଆଯାଇଛି। କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ଲକ୍ଷ୍ୟ। କୃଷକଙ୍କ ପାଇଁ ଏଗ୍ରିକଲଚର…

ଆଜି କୃଷକଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି, ଭିଡିଓ କନଫରେନ୍ସିଂ ଜରିଆରେ ଦେବେ ଉଦ୍‌ବୋଧନ

କେନ୍ୟୁଜ୍‌: ଚାଷୀ-ସରକାର ବିବାଦ ମଧ୍ୟରେ ଆଜି କୃଷକଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ମଧ୍ୟପ୍ରଦେଶରେ ହେବାକୁ ଥିବା ଚାଷୀ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ବୋଧନ ଦେବେ । ଅନ୍ୟପଟେ ୨୩ ଦିନ ହେଲା ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ…