Browsing Tag

farmers

ଚାଷୀଙ୍କୁ ବୁଝାଇବାରେ କେନ୍ଦ୍ର ସରକାର ବିଫଳ, କେନ୍ଦ୍ରର ସଂଶୋଧନ ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ

କେନ୍ୟୁଜ୍‌: ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇବାରେ କେନ୍ଦ୍ର ସରକାର ପୁଣି ବିଫଳ ହୋଇଛନ୍ତି । କେନ୍ଦ୍ର ସରକାର ଦେଇଥିବା ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ । ଆଇନ୍‌ରେ ସଂଶୋଧନ ନୁହେଁ, ଆଇନ୍ ରଦ୍ଦ ଦାବିରେ ଚାଷୀ ଅଟଳ ରହିଛନ୍ତି । ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି…

କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କୁ ଘାରିଛି ରୋଗ ପୋକ ଚିନ୍ତା

କଳାହାଣ୍ଡି(କେନ୍ୟୁଜ୍‌): ବର୍ଷ ଆରମ୍ଭରୁ କରୋନା ମହାମାରୀ ପାଇଁ ଚାଷୀ କୁଳ ହତାଶ ହୋଇ ହାତ ବାନ୍ଧି ବସିପଡିଥିବା ବେଳେ କରୋନା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଅପର ପଟେ ଏବେ ଚାଷୀଙ୍କ ଅଣ୍ଟା ନ ସଳଖୁଣୁ ଏବେ ଧାନ ଗଛରେ ରୋଗ ପୋକର ଆତଙ୍କକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଗଲାଣି…

ଅମ୍ଫନ ପ୍ରଭାବରେ ଭାଙ୍ଗିଲା ପାନ ବରଜ, ଚିନ୍ତାରେ ଚାଷୀ

କଟକ(କେନ୍ଯୁଜ୍): ଅମ୍ଫନ ପ୍ରଭାବରେ ଭାଙ୍ଗିଲା ପାନ ବରଜ। କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ଅଞ୍ଚଳରେ ହଜାର ହଜାର ପାନ ଚାଷୀ ପାନ ବରଜ ମାଧ୍ୟମରେ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ଚଳିତ ଅମ୍ଫନ ପ୍ରଭାବରେ ନିଆଳି ବ୍ଲକର ହଳଦି ବସନ୍ତ,ବିଳାଶୁଣୀ,…

ଦୁଃଖରେ ମୟୁରଭଞ୍ଜ ଜିଲ୍ଲାର ଚାଷୀ: ବର୍ଷା ଓ କୂଆପଥର ମାଡ଼ରେ ନଷ୍ଟ ହୋଇଯାଇଛି ସମ୍ପୂର୍ଣ୍ଣ ଫସଲ, ଭାଙ୍ଗିଯାଇଛି ଘର

ରାଇରଙ୍ଗପୁର : କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲାକଡାଉନ ଚାଷୀଙ୍କୁ କନ୍ଦାଇଥିବା ବେଳେ ଏବେ କାଳ ବୈଶାଖୀ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ମୟୁରଭଞ୍ଜ ଜିଲ୍ଲାର ଚାଷୀ ଏବେ ହତାଶ। ଏକର ଏକର ଜମିରେ ଫଳିଥିବା ଫସଲକୁ ଚାହିଦା ଥିବା ବାହାର ମାର୍କେଟକୁ ନେଇ ନ ପାରି ଗାଁ ମାର୍କେଟରେ…

ଚାଷୀଙ୍କୁ ଘାରିଛି କରୋନା ଲକ୍‌ଡାଉନ୍‌ ଦୁଃଖ, ବଜାରକୁ ଯାଉ ନଥିବାରୁ ଜମିରେ ସଢୁଛି ପରିବା

ରାଇରଙ୍ଗପୁର (କେନ୍ୟୁଜ୍‌) : ଚାଷୀଙ୍କ ଚିନ୍ତା ବଢ଼ାଇଛି କରୋନା । ଚାଷୀଙ୍କୁ କନ୍ଦାଉଛି ଲକଡାଉନ । କରୋନା ପାଇଁ ଉଜୁଡ଼ି ବାକୁ ବସିଲାଣି ଚାଷୀଙ୍କ ଫସଲ । ଲକଡାଉନ ପରେ ମୟୁରଭଞ୍ଜ ଜିଲ୍ଲାର ଚାଷୀ ଏବେ ଚିନ୍ତାରେ । ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ମଣଦାର ଲାଲମୋହନ ବେହେରା ଯିଏ କି ଜଣେ ସଫଳ…

ସ୍ମୃତି ଇରାନୀଙ୍କ ଫାୟାର୍ ବ୍ରିଗେଡ୍ ଅବତାର, ଜଳୁଥିବା ଫସଲକୁ ଲିଭାଇବା ପାଇଁ ନିଜେ ଭିଡିଲେ ଅଣ୍ଟା

ସ୍ମୃତି ଇରାନୀଙ୍କ ଫାୟାର୍ ବ୍ରିଗେଡ୍ ଅବତାର । କଂଗ୍ରେସ୍ ଗଡ ଅମେଠିରେ କିଛି ଏଭଳି ରୂପରେ ନଜର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ଥାନୀୟ ଏକ ଗାଁରେ ନିଆଁ ଲାଗିଥିବା ସୂଚନା ପାଇ ନିର୍ବାଚନ ପ୍ରଚାର ଛାଡି ଘଟଣାସ୍ଥଳରେ ପହଂଚିଥିଲେ ସ୍ମୃତି । ଆଉ ପୁରା ମୋର୍ଚ୍ଚା ସମ୍ଭାଳିବାକୁ ଲାଗିଥିଲେ ।…