ଫାରୁକ୍ ଅବଦୁଲ୍ଲାଙ୍କ କାରକେଡରେ ଥିବା କାର୍ ଦୁର୍ଘଟଣାର ଶିକାର, ପଶିଆସିଲା ନୀଳଗାଈ
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ କାରକେଡରେ ଥିବା ଏକ କାର୍ ଦୁର୍ଘଟଣାର ଶିକାର ହୋଇଛି । ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦୌସା ନିକଟରେ ଏହି ଦୁର୍ଘଟଣା ଘଟିଛି । ଫାରୁକ ଅବଦୁଲ୍ଲା ରାଜସ୍ଥାନ ଅଜମେର୍ ଯାଉଥିବା ବେଳେ ଦୁର୍ଘଟଣା…