Browsing Tag

farooq shaikh

ଟଙ୍କା ପାଇଁ ଫିଲ୍ମ ସାଇନ୍ କରୁନଥିଲେ ଫାରୁକ୍ ଶେଖ୍ , ପ୍ରଥମ ମୁଭିର ୫ ବର୍ଷ ପରେ ପାଇଥିଲେ ପାରିଶ୍ରମିକ

ସତରଞ୍ଜ କେ ଖିଲାଡି, ଉମରାଓ ଜାନ୍, ବାଜାର, ଚସ ମେ ବଦୁର, କ୍ଲବ୍ ୬୦ ଭଳି ଅନେକ ହିଟ୍ ଫିଲ୍ମ ଭେଟି ଦେଇ ଦର୍ଶକଙ୍କ ହୃଦୟ ଜିତି ନେଇଛନ୍ତି ବିଗତ ଦିନର ଅଭିନେତା ଫାରୁକ୍ ଶେଖ୍ । ଆଜି ହେଉଛି ଫାରୁକ୍ ଶେଖଙ୍କ ୭୧ ତମ ଜୟନ୍ତି । ନିଜ ନିଆରା ଅଭିନୟ ଦ୍ବାରା ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ…