କେବେଠୁ ଆଉ କାହାଠୁ ଆରମ୍ଭ ଫ୍ୟାଶନ ସୋ….
ସମୟ ବଦଳିଗଲାଣି । ଦିନକୁ ଦିନ ସମୟ ଅନୁସାରେ ସବୁକିଛି ବଦଳିବାରେ ଲାଗିଛି । ଆଉ ଟ୍ରେଣ୍ଡ କଥା ଯଦି କହିବା ତାହା ତ ପ୍ରତିଦିନ ଚେଞ୍ଜ ହେଉଛି । ପ୍ରତିଟି ଜିନିଷ ଏବେ ନୂଆ ଷ୍ଟାଇଲରେ । ଏମିତିକି ପୁରୁଣା ବି ନୂଆଁ ଭର୍ସନରେ ଦେଖିବାକୁ ମିଳୁଛି । କାହିଁକି ନା ଆମେ ଏବେ ସ୍ମାର୍ଟ ଆଣ୍ଡ ସ୍ଲିମ…