କାନର ଛିଦ୍ର ବଡ଼ ହୋଇଯାଉଛି କି? ଏମିତି କରନ୍ତୁ ଟୁଥ୍ପେଷ୍ଟର ବ୍ୟବହାର
ଆଜିକାଲି ଫ୍ୟାଶନର ଦିଓ୍ଵାନା ହେଉଛନ୍ତି ଯୁବକ, ଯୁବତୀ। ସମସ୍ତେ ନିଜ ନିଜର ଫ୍ୟାଶନ ଟ୍ରେଣ୍ଡ ବନାଇବାକୁ ଚାହୁଁଛନ୍ତି। ଯଦି ମହିଳାଙ୍କ କଥା ଉଠେ, ତା’ହେଲେ ଆଜି ପଯ୍ୟର୍ନ୍ତ କେବଳ ସେହିମାନେ ହିଁ ବିଭିନ୍ନ ପ୍ରକାର ଆଭୂଷଣ ପିନ୍ଧି ଆସୁଥିଲେ। କିନ୍ତୁ ଏବେ ପୁରୁଷମାନେ ଏଥିରେ ସାମିଲ ହେଉଛନ୍ତି।…