ଅତ୍ୟଧିକ କେଶ ଝଡିବା ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘର ତିଆରି ତେଲ
ସୁନ୍ଦର ଲମ୍ବା କେଶ ଏବଂ ମୋଟା କେଶ ପାଇବା ପାଇଁ ଲୋକମାନେ ଅନେକ ଉପାୟ ଚେଷ୍ଟା କରନ୍ତି । କିନ୍ତୁ ଆଜିକାଲି ଲୋକମାନେ କେଶ ଝଡ଼ିବା ପାଇଁ ଅଧିକ ଚିନ୍ତିତ ରହୁଛନ୍ତି । ଉଭୟ ପୁରୁଷ ଏବଂ ମହିଳା କେଶ ଝଡିବାର ଶିକାର ହେଉଛନ୍ତି । ଯଦି ଆପଣ ମଧ୍ୟ କେଶ ଝଡ଼ିବା ପାଇଁ ଅସୁବିଧାରେ ପଡୁଛନ୍ତି , ତେବେ…