ପୁରୁଷମାନେ ନିଜ ଡ୍ରେସିଂ ସେନ୍ସର ଲୁକକୁ ନେଇ କନଫ୍ୟୁଜରେ ରହୁଛନ୍ତି କି? ତେବେ ଥରେ ଟ୍ରାଏ କରନ୍ତୁ ଏହି କମ୍ବିନେସନ୍
ଡ୍ରେସ ହିସାବରେ ଯଦି ଆପଣ ସୁଜ୍ ପିନ୍ଧନ୍ତି ତେବେ ଆପଣଙ୍କୁ ପରଫେକ୍ଟ ଲୁକ୍ ପାଇପାରେ କେହି ବି ବାଧା ଦେବେନାହିଁ। କିଛି ଲୋକ ଜୋତା ଏବଂ କପଡାକୁ ମ୍ୟାଚିଂ କରିପାରନ୍ତି ନାହିଁ। ଯେଉଁ କାରଣରୁ ତାଙ୍କ ଷ୍ଟାଇଲ ବିଗିଡିଯାଇଥାଏ। ଏହା କେବଳ ଫର୍ମାଲରେ ବରଂ କାଜୁଆଲ ଡ୍ରେସ ପିନ୍ଧୁଥିବା ବ୍ୟକ୍ତି…