ଭାଇର ଦୀର୍ଘାୟୁ କାମନା ପାଇଁ ଭଉଣୀମାନେ କରନ୍ତି ଭାଇ ଜିଉଁତିଆ ବ୍ରତ, କରନ୍ତି ନିର୍ଜଳା ଉପବାସ
ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ ହେଉଛି ଭାଇ ଜିଉଁତିଆ । ଏହି ପର୍ବରେ ଭଉଣୀମାନେ ଭାଇଙ୍କ ପାଇଁ ଓପାସ ରହି ଶୁଭ ମନାସିଥାନ୍ତି । ଭଉଣୀମାନେ ମା’ଙ୍କ ଠାରେ ପୂଜା କରି ଭାଇର ଦୀର୍ଘାୟୁ କାମନା କରିବା ସହ ସେମାନଙ୍କ ବନ୍ଧନ ସବୁବେଳେ ଅତୁଟ ରହୁ ବୋଲି ମା’ଙ୍କ ଠାରେ ପ୍ରାର୍ଥନା କରନ୍ତି । ଭାଇର…