ଦୁଇ ଦିନରେ ଅପଡେଟ୍ କରାନ୍ତୁ ଫାସଟାଗ୍, ନଚେତ ୧ ଫେବୃୟାରୀରୁ ହେବ ବ୍ଲାକଲିଷ୍ଟ
ଫାସଟାଗକୁ ନେଇ ଆସିଲା ବଡ ଖବର । ଯଦି ଆପଣ ଫାସଟାଗ୍ ୟୁଜ୍ କରୁଛନ୍ତି ତାହେଲେ ଆପଣ ନିଶ୍ଚିତ ଜାଣିବା ଦରକାର ଏହି ଖବର । ଆଉ ଯଦି ଆପଣ ଏ ଖବର ନଜାଣିଲେ ତାହେଲେ ଫେବୃୟାରୀ ପହିଲାରୁ ଆପଣ ସମସ୍ୟାରେ ପଡିପାରନ୍ତି । ଏକ୍ସପ୍ରେସୱେ-ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କୁ ୩୧ ଜାନୁଆରୀ…