ମୋଟା ଝିଅମାନେ ସ୍ୱର୍ଗ ଯାଆନ୍ତି ନାହିଁ, ପାଦ୍ରୀ ଏମିତି କହିବା ପରେ କଣ ହେଲା ଦେଖନ୍ତୁ ଭିଡିଓ
ବ୍ରାଜିଲର ଜଣେ ପାଦ୍ରୀ ହେଉଛନ୍ତି ମାର୍ସଲୋ ରୋଷୀ । ନିଜ ଶ୍ରଦ୍ଧାଳୁଙ୍କ ସାମନାରେ ସାମ୍ନାରେ ଭାଷଣ ଦେଉ ଦେଉ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ କି 'ମୋଟା ଝିଅମାନେ ସ୍ୱର୍ଗ ଯାଆନ୍ତି ନାହିଁ' । ଏହା ଶୁଣି ଜଣେ ମୋଟି ଯୁବତୀ ଷ୍ଟେଜ ଉପରକୁ ଆସିଥିଲେ ଏବଂ ପାଦ୍ରୀଙ୍କୁ ପଛପଟୁ ଏକ…