ଝାରପଡା ଜେଲରେ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ତଦନ୍ତ କରିବେ କଟକ ରେଞ୍ଜ ଜେଲ ଡିଆଇଜି
ଭୁବନେଶ୍ୱର : ଝାରପଡା ଜେଲରେ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଝାରପଡ଼ା ଯାଇ ତଦନ୍ତ କରିବେ କଟକ ରେଞ୍ଜ ଜେଲ ଡିଆଇଜି । ଜେଲ ADG ଅମିତାଭ ଠାକୁରଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କରିବେ । ଜେଲ ଭିତରେ କେମିତି ହେଲା ଆକ୍ରମଣ । ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ଥିଲେ କି ? ଜେଲ ଭିତରେ ନିଶା…