ଧୋନୀଙ୍କ ବାପା ଓ ମା କରୋନା ପଜିଟିଭ ଚିହ୍ନଟ, ହସପିଟାଲରେ ହେଲେ ଭର୍ତ୍ତି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ବାପା ମା’ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ମାତା ପିତା ଉଭୟ କରୋନା ପଜିଟିଭ ହୋଇଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ ଏବଂ ମାତା ଦେବିକା ଦେବୀ ଚିକିତ୍ସା ପାଇଁ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି…