ଥ୍ରେସର ମେସିନ ତଳେ ଚାପି ହୋଇ ବାପ ପୁଅ ମୃତ
ଘଟଗାଁ(କେନ୍ୟୁଜ୍) : ଆଙ୍କର-କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ଥ୍ରେସର ମେସିନ ତଳେ ଚାପି ହୋଇ ବାପ ମୃତ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଥ୍ରେସର ମେସିନକୁ ଟ୍ରାକ୍ଟର ଯୋଗେ ନିଆଯାଉଥିବା ବେଳେ ମେସିନ ଟି ଓଲଟି ପଡିବାରୁ ବାପ ପୁଅ ଚାପି…