ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ: ବାପା-ପୁଅଙ୍କୁ ଆକ୍ରମଣ ପରେ କଲେ ବୋମାମାଡ
ପୁରୀ: ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ । ବଳିଆ ପଣ୍ଡା ନାଲି ପଡ଼ିଆ ଅଞ୍ଚଳରେ ବାପା-ପୁଅ ଉପରେ ମରଣାନ୍ତକ ଆକ୍ରମଣ ପରେ ଘର ଉପରକୁ କଲେ ବୋମାମାଡ । ପୁଅକୁ ଗୋଡାଇ ଗୋଡାଇ ହାଣିବା ପରେ ଦୁର୍ବୃତ୍ତ ବୋମାମାଡ ମଧ୍ୟ କରିଛନ୍ତି । ଗୁରୁତର ଆହତ ବାପା ଓ ପୁଅ ହେଲେ ସନ୍ଦିପ ସାନିୟଲ୍ ଓ…