ପୁଅକୁ ସ୍କୁଲ ନେବା ହେଲା କାଳ: ଡମ୍ପର ଧକ୍କାରେ ବାପା ମୃତ, ପୁଅ ଗୁରୁତର
ନୀଳଗିରି : ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ । ଡମ୍ପର ଧକ୍କାରେ ବାପା ମୃତ, ପୁଅ ଗୁରୁତର । ମୃତକ ବାଲେଶ୍ବର ରେମୁଣା ମହାନ୍ତିପଡ଼ା ଗାଁର ମାନସ ପାଣିଗ୍ରାହୀ । ଆଜି ସକାଳେ ମାନସ ବାଇକରେ ତାଙ୍କ ପୁଅକୁ ସ୍କୁଲକୁ ନେବା ସମୟରେ ଜଗନ୍ନାଥପୁର ନିକଟରେ ଏକ ଡମ୍ପର ସହ ବାକର ମୁହାଁମୁହିଁ ଧକ୍କା…