ଶ୍ବଶୁର ଓ ବୋହୂଙ୍କୁ ଆକ୍ରମଣ ପରେ ସୁନା ଗହଣା ଧରି ଛୁ ମାରିଲେ ଲୁଟେରା
ଆଳି : ଆକ୍ରମଣ କରି ଲୁଟ୍ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଙ୍ଗାରଖ ଗାଁରେ ରାତି ପ୍ରାୟ ସାଢ଼େ ୮ ଟା ବେଳେ ସଶସ୍ତ୍ର ଡକାୟତି ହୋଇଛି । ଶ୍ବଶୁର ଓ ବୋହୂଙ୍କୁ ଭୁଜାଲିରେ ହାଣି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଶ୍ବଶୁର ଓ ବୋହୂ ଭୁଜାଲି ମାଡ଼ରେ ଗୁରୁତର…