Browsing Tag

father-in-law died

ବଲାଙ୍ଗିର: ଜ୍ବାଇଁ ଘରେ ବିଦ୍ୟୁତ ତାର ସଜାଡୁଥିବା ବେଳେ ଶ୍ବଶୁର ମୃତ

ବଲାଙ୍ଗିର (କେନ୍ୟୁଜ): ଅଭାବନୀୟ ଘଟଣା । ଜ୍ବାଇଁ ଘରେ ବିଦ୍ୟୁତ ତାର ସଜାଡୁଥିବା ବେଳେ ଶ୍ବଶୁର ମୃତ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଗଡବାହାଲ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ମୁରିବାହାଲ ଥାନା କୁର୍ଲୁବାହାଲ ଗାଁର ଛବି ଧରୁଆ । ଛବି ପେଶାରେ ଜଣେ ରାଜମିସ୍ତ୍ରୀ ଥିଲେ ।…