Browsing Tag

father kill his son

 ପୁଅକୁ ଟାଙ୍ଗିଆରେ ହାଣି ଜୀବନ ହାରିଲା ବାପା, ନିଶାସକ୍ତ ଅବସ୍ଥାରେ ହୋଇଥିଲା ଗଣ୍ଡଗୋଳ 

ନୂଆପଡ଼ା(କେନ୍ୟୁଜ୍): ନୂଆପଡା ଜିଲ୍ଲା ଧରମବନ୍ଧା ଗାଁରେ ପୁଅକୁ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା। ଗତକାଲି ବାପା ପୁଅ ମଧ୍ୟରେ ନିଶାସକ୍ତ ଅବସ୍ଥାରେ ଗଣ୍ଡ ଗୋଳ ହୋଇଥିଲା । ଏଥିରେ ବାପା ଉତ୍ୟକ୍ତ ହୋଇ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ପୁଅର ମୃତ୍ୟୁ ପରେ ବାପା…