ମା କୋଳରୁ ଛଡାଇ ନେଇ ୨୦ ଦିନର ଶିଶୁକୁ ମାରିଦେଲା ବାପା, ଏବେ ଗିରଫ
ଶେଷରେ ଗିରଫ ହେଲା ପୁତ୍ରହନ୍ତା ବାପା । ନିଜ ନବଜାତ ଶିଶୁପୁତ୍ର କୁ ମା' କୋଳରୁ ଛଡାଇ ନେଇ ୩ ଦିନ ପୂର୍ବରୁ କୁଆଡେ଼ ଫେରାର ହୋଇଯାଇଥିଲେ । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚକଲା ପଦର ପଞ୍ଚାୟତର ବାଘ ଡଙ୍ଗରି ଗ୍ରାମରେ । ଘଟଣା କ୍ରମରେ…