ରାକ୍ଷସ ବାପା, ପୁଅକୁ ମାରିବା ପରେ ଝିଅକୁ କଲା ମରଣାନ୍ତକ ଆକ୍ରମଣ
ନୂଆପଡା : ଥାନାରେ ବସି ବାପା ଭାବୁଛି କଣ ମୁଁ କରିଦେଲି । ନିଜ ହାତରେ ମୋ ଛୁଆଙ୍କୁ ମାରିବାକୁ କେମିତି ମୋ ହାତ ଗଲା । ହେଲେ ବାପା ଯେତେ ଏବେ ପଶ୍ଚାତାପ କଲେ କଣ ହେବ । ସବୁକିଛି ତ ସରିଯାଇଛି । ଏ ଲୋଭୀ ବାପା ଆଜି ନିଜ ହାତରେ ସର୍ବନାଶ କରିଦେଇଛି । ନିଜେ ଭାଙ୍ଗିଦେଇଛି ନିଜର ସୁନାର ସଂସାର…