Browsing Tag

father kills

ଅନରକିଲିଂ: ଝିଅକୁ ପ୍ରେମିକ ସହ ସ୍କୁଟିରେ ଦେଖି ଭୀଷଣ ରାଗିଗଲେ ବାପା, କୁରାଢ଼ୀ ହାଣି କରିଦେଲେ ଟିକ୍‌ ଟିକ୍‌

ପୁଣିଥରେ ସମ୍ମାନ ପାଇଁ ଜଣକୁ ହତ୍ୟା କଲେ ପରିବାର ଲୋକେ। ମଧ୍ୟ ପ୍ରଦେଶରେ ଅନରକିଲିଂର ଆଉ ଏକ ମାମଲା ସାମ୍ନାକୁ ଆସିଛି। ବୈତୁଲର ଆମଲାରେ ଘଟିଛି ଏହି ହତ୍ୟାକାଣ୍ଡ। ଝିଅର ବାପା ଝିଅକୁ ଜଣେ ଯୁବକ ସହ ସ୍କୁଟିରେ ଦେଖିଦେଇଥିଲେ। ଏଥିରେ ରାଗି ଯୁବତୀଙ୍କ ବାପା ଓ ଭାଇଙ୍କୁ ତାଙ୍କୁ କୁରାଢ଼ୀରେ…

ନବରଙ୍ଗପୁର: ରାଇଘର କୁମୁଲି ଗାଁରେ ଅଭାବନୀୟ ଘଟଣା, ବାପାର ଶାବଳ ମାଡରେ ପୁଅର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି ଗ୍ରାମ ଛକ ନିକଟରେ ଏକ ଲୋମହର୍ଷଣକାରୀ ହତ୍ଯାକାଣ୍ଡ ଘଟିଯାଇଛି l ଘରୋଇ କଳହକୁ ନେଇ ବାପାର ଶାବଳ ଚୋଟରେ ପୁଅର ମୃତ୍ୟୁ ହୋଇଛି । ତେବେ ଗତକାଲି ରାତି ୧୨ ଟା ସମୟରେ ଏହି ହତ୍ଯାକାଣ୍ଡ ଘଟିଥିଲା । ସୂଚନା ଅନୁଯାୟୀ, ବାପା…

ଆଠଗଡ: ଜନ୍ମ କଲା ପୁଅକୁ ମାରି ପୋତି ଦେଲା ବାପା

ଆଠଗଡ଼(କେନ୍ଯୁଜ୍): ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଂଚାୟତ ନୂଆସିଆଳି ହରିଜନ ସାହିରେ ହତ୍ୟା, ନିଜର ଜନ୍ମ କଲା ବାପା ଏବଂ ସାନ ପୁଅ ମିଶି ହତ୍ୟା କଲେ ମଂଝିଆ ପୁଅକୁ। ଗତ ୨୪ ତାରିଖ ରବିବାର ସନ୍ଧ୍ୟାରେ ପୁଅକୁ ହତ୍ୟା କରି ନିଜବାଡିର ଗୋବର ଗାଡିଆରେ ପୋତି ଦେଇଥିଲେ। ସୂଚନା ମୁତାବକ…

ରାଉରକେଲା: ଝଗଡ଼ା ହେଲା ସ୍ତ୍ରୀ ସହ, ରାଗ ଶୁଝାଇ ୫ ବର୍ଷର ପୁଅକୁ ମାରିଦେଲା ବାପା

ରାଉରକେଲା(କେନ୍ୟୁଜ୍): ବାପା ସାଜିଲା ପିଶାଚ। ପାରିବାରିକ କଳହକୁ ନେଇ ନିଜ ୫ ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ବାପା ଅନ୍ଦୁ ଓରାମଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ଅନ୍ଦୁ ଓ…