ଇନସୁରାନ୍ସ ଟଙ୍କାକୁ କେନ୍ଦ୍ର କରି ଦାଦା ଓ ପୁତୁରା ଏସିଡ୍ ଫୋପଡା ଫୋପଡି, ଉଭୟ ଆହତ
ଭଞ୍ଜନଗର(କେନ୍ଯୁଜ୍): ଉଭୟେ ଉଭୟଙ୍କ ଉପରକୁ ଏସିଡ୍ ଫୋପାଡି ଆହତ ହେଲେ ଦାଦା ଓ ପୁତୁରା । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମାମୁଁଡିହ ଗାଁ ରେ ଘଟିଛି ଏଭଳି ଘଟଣା । ଦୁଇ ଆହତଙ୍କୁ ଆସିକା ମେଡିକାଲ ରେ ଭର୍ତି କରାଯାଇଛି ।
ଇନସୁରାନ୍ସ ଟଙ୍କାକୁ କେନ୍ଦ୍ର କରି ଉଭୟ ଦାଦା ଓ…