ଘରେ ଶୋଇଥିବା ବେଳେ ବାପ ପୁଅଙ୍କୁ ଏସିଡ୍ ମାଡ, କାରଣ ଅସ୍ପଷ୍ଟ
କନ୍ଧମାଳ: ବାପ ପୁଅଙ୍କୁ ଏସିଡ୍ ମାଡ । ଘରେ ଶୋଇଥିବା ବେଳେ ବାପ ପୁଅଙ୍କୁ ଏସିଡ୍ ମାଡ ହୋଇଛି । ଏସିଡ୍ ମାଡରେ ବାପ ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଂଚାୟତର…