ବାପା ମା’ଙ୍କ ଉପସ୍ଥିତି ହିଁ ସବୁ କିଛି : ଛୋଟ ଛୁଆଟିର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଜିତୁଛି ସମସ୍ତଙ୍କ…
ଶ୍ରବଣ କୁମାରଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ । ତ୍ରେତୟା ଯୁଗରେ ଯିଏ ନିଜର ଦୃଷ୍ଟିହୀନ ପିତା ମାତାଙ୍କର ଯେଉଁଭଳି ଯତ୍ନ ନେଉଥିଲେ ହୁଏତ ସେହିପରି ଆଉ କେହି କରିନଥିବେ । ସେଥିପାଇଁ ତ ଜଣେ ସୁପୁତ୍ରର ଉଦାହରଣ ଶ୍ରବଣ କୁମାର । ଏକଥା କହିବାର କାରଣ ଆଜି ସୋସିଆଲ ମିଡିଆରେ ଭାଇରାଲ…