ଆଜି ସାରା ଦେଶ ପାଳୁଛି ବିଶ୍ୱ ପିତୃ ଦିବସ, ଈଶ୍ୱରଙ୍କ ସାକ୍ଷାତ ସ୍ୱରୂପ ‘ପିତା’
ଦୁନିଆରେ ସଭିଁଙ୍କର ବଡ଼ ପରିଚୟ ହେଉଛି ବାପା । କଥାରେ ଅଛି ବାପା ଥିଲେ ପୁଅ ସଭାରେ ହାରେନା । ବାପା ହେଉଛନ୍ତି ଦୁନିଆର ବଡ଼ଶକ୍ତି । ସେ ଶକ୍ତି ଆଗରେ ପରମାଣୁ ବୋମା ଆଉ ଅଦୃଶ୍ୟ ଭୂତାଣୁ ବି ତୁଚ୍ଛ । ସେ ଆମ ପାଇଁ ଭଗବାନ ସେ ଆମ ପାଇଁ ପ୍ରେରଣାର ଉ୍ତ୍ସ । ସବୁକିଛି ସେ ଶିଖାନ୍ତି ଓ ଆମକୁ ଆଗକୁ…