ଛୋଲେ-ଭଟୁରେ ହେଉଛି ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କର ଅତି ପ୍ରିୟ ଖାଦ୍ୟ, ଇଣ୍ଟରଭ୍ୟୁରେ କଲେ ଖୁଲାସା
ଭାରତୀୟ ଅଧିନାୟକ ବିରାଟ କୋହଲି ପଡ଼ିଆରେ ଯେତିକି ଆକ୍ରମଣାତ୍ମକ ନଜର ଆସିଥାଆନ୍ତି, ସେତିକି ହିଁ ପଡ଼ିଆ ବାହାରେ ମଜାକିଆ ହୋଇଥାଆନ୍ତି। କିଛିଦିନ ପୂର୍ବେ କ୍ୟାପଟେନ୍ କୋହଲି ଗୌରଭ କପୁରଙ୍କ ଶୋ’ ‘ବ୍ରେକ୍ଫାଷ୍ଟ ଓ୍ଵିଥ୍ ଚାମ୍ପିୟନ୍ସ’ରେ ପହଞ୍ଚିଥିଲେ। ଶୋ’ ସମୟରେ ସେ କହିଥିଲେ କି, ସେ…