Browsing Tag

fear of unknown insect

ଦଳ ଦଳ ହୋଇ ଫସଲ ନଷ୍ଟ କରୁଛନ୍ତି ଅଜଣା ପୋକ, ଭୟରେ ରାୟଗଡା ଡାଲିଆକୁଜି ଅଞ୍ଚଳର ଚାଷୀ

ରାୟଗଡା: ଚାଷୀଙ୍କୁ ଘାରିଛି ପଙ୍ଗପାଳ ପୋକର ଭୟ । ଏହା ଭିତରେ ଏମିତି ଏକ ପୋକ ଦଳ ଦଳ ହୋଇ ଫସଲ ନଷ୍ଟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ଡାଲିଆକୁଜି ଅଞ୍ଚଳରେ । ଏକ ଝିଣ୍ଟିକା ପ୍ରଜାତିର କୀଟ ପରିବା ସହ ଧାନ କ୍ଷେତରେ ପ୍ରବେଶ କରି ତଳି ଘରା ନଷ୍ଟ…