ଗାଁ ମାଟିକୁ ଫେରିବା ପାଇଁ ମହିଳା ଶ୍ରମିକଙ୍କ ଆକୁଳ ନିବେଦନ, ଆନ୍ଧ୍ର ପ୍ରଦେଶରେ ଫସି ରହିଛନ୍ତି
ପେଟ ପାଟଣା ପାଇଁ ରାଜ୍ୟ ଛାଡ଼ି ବାହାର ରାଜ୍ୟକୁ ଯାଇଥିଲେ । କିନ୍ତୁ ସେଠାରେ ବନ୍ଦୀ ହୋଇ ରହିଯିବେ କେବେ ବି ଭାବିନଥିଲେ । ନିଜ ଗାଁ ମାଟିକୁ ଫେରିବା ପାଇଁ ଚାହିଁଲେ ବି ଫେରି ପାରୁନାହାନ୍ତି ମହିଳା ଶ୍ରମିକ । ମହିଳା ଶ୍ରମିକମାନେ କାମ ଆଶା ନେଇ ଆନ୍ଧ୍ର ପ୍ରଦଶେର ବିଶାଖାପାଟଣାକୁ ଯାଇଥିଲେ…