ଆଜିଠାରୁ ଭାରତରେ Realme Narzo 90x 5G ର ସେଲ୍ ଆରମ୍ଭ, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
Realme Narzo 90x 5G ଆଜି, ଅର୍ଥାତ୍ ଡସେମ୍ବର ୨୩ରୁ ଭାରତରେ ସେଲ୍ ପାଇଁ ଉପଲବ୍ଧ ହେବ । ଏହି ହ୍ୟାଣ୍ଡସେଟ୍ ଡିସ୍ବେର ୧୬ ତାରିଖରେ Realme Narzo 90x 5G ସହିତ ଲଞ୍ଚ ହୋଇଥିଲା । ଏହା MediaTek Dimensity 6300 ଚିପସେଟ୍ ଦ୍ବାରା ପରିଚାଳିତ । ଏଥିସହ ୮GB ପର୍ଯ୍ୟନ୍ତ LPDDR4x RAM ଏବଂ…